ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସୁପକାର ସେଵା ମଧ୍ୟରେ ଏମିତି କିଛି ସେବକ ଅଛନ୍ତି, ଯାହାଙ୍କ ବିନା ପୃଥିବୀର ସର୍ବ ବୃହତ ରୋଷଶାଳ (ଆକାରରେ ନହେଲେ ବି ପ୍ରକାରରେ ଏହା ଏକ ବିସ୍ମୟ ରୋଷ ଶାଳ )ସର୍ବଦା…