ଘରୋଇ ଟିଭି ଚ୍ୟାନେଲର ଲୋକସେବା କାର୍ଯ୍ୟକ୍ରମ ପାଇଁ ଜାରି ହେଲା ଗାଇଡଲାଇନ୍
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତରେ ଟେଲିଭିଜନ ଚାନେଲର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ପାଇଁ ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ସହିତ ଅନ୍ୟାନ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଲାଗି ଘରୋଇ ଟିଭି ଚାନେଲମାନେ ଉତ୍ତରଦାୟୀ ରହିବେ ।…