ଗୁଳି ମାଡ଼ରେ ହୃତପିଣ୍ଡ ନଷ୍ଟ ହେବାରୁ ନବ ଦାସଙ୍କର ମୃତ୍ୟୁ ହୋଇଛି
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି। ତାଙ୍କ ଛାତିରେ ଗୁଳିମାଡ ହୋଇଥିବାରୁ ହୃତପିଣ୍ଡ ନଷ୍ଟ ହୋଇଯାଇଥିଲା। ତେଣୁ ତାଙ୍କର ମୃତ୍ୟୁ ଘଟିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସୂଚନା ମିଳିଛି। ମନ୍ତ୍ରୀ ନବ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆପୋଲୋ ହସ୍ପିଟାଲରେ…