କୋଇଲା ଘୋଟାଲା: ଦିଲ୍ଲୀରୁ ଆସୁଛି ଇଡିର ଟିମ୍, ମମତାଙ୍କ ପୁତୁରାଙ୍କୁ କରିବ ଜେରା
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ସମସ୍ୟା ବଢିବାରେ ଲାଗିଛି। ଇଡି ଆଜି କୋଇଲା ଦୁର୍ନୀତି ମାମଲାରେ ଜେରା କରିବାକୁ ଅଭିଷେକ ବାନାର୍ଜୀଙ୍କୁ କୋଲକାତା ସ୍ଥିତ ଇଡି ଅଫିସକୁ ଡକାଇଛି। ଆଜି ସକାଳେ ଏହି ଜେରା ହେବ।…