ଆସୁଛି ଦୁଇଟି ଲଘୁଚାପ, ପୁଣି ସକ୍ରିୟ ହେବ ମୌସୁମୀ
ଭୁବନେଶ୍ୱର: ଆସୁଛି ଦୁଇଟି ଲଘୁଚାପ । ଗୋଟିଏ ଆସନ୍ତା ୬ ତାରିଖ ବେଳକୁ ଏବଂ ଅନ୍ଯଟି ୧୩ ତାରିଖ ବେଳକୁ ଆସିବ ବୋଲି ଆକଳନ କରାଯାଉଛି। ତେବେ ଏହା ପୂର୍ବରୁ ୪ ତାରିଖରୁ ରାଜ୍ୟରେ ପାଣିପାଗ ବଦଳିବ ବୋଲି ସୂଚନା ରହିଛି। ବନ୍ୟା ପରେ ପରେ ରାଜ୍ୟରୁ ବର୍ଷା ଗାଏବ ରହିଛି। ତେଣୁ ଆଭ୍ୟନ୍ତରୀଣ…