Latest Odisha News

BREAKING NEWS

ବରଯାତ୍ରୀ କାରରେ ଆସି ରେଡ୍ କଲା ଆଇଟି: ଟଙ୍କା, ସୁନା ଗହଣା ଦେଖି କୁବେର ବି ଆଖି ବୁଲେଇ ଦେବ !

ମୁମ୍ବାଇ: ପଶ୍ଚିମବଙ୍ଗର ଅର୍ପିତା ମୁଖାର୍ଜୀଙ୍କ ଘରେ ଇଡି ରେଡ୍ ବେଳେ ଯେଉଁ ଟଙ୍କା ଜବତ ହୋଇଥିଲା ତାହା ପୂର୍ବ ରେକର୍ଡ ଭାଙ୍ଗିଦେଇଥିଲା ବୋଲି କୁହାଯାଉଥିଲା। ଏବେ କିନ୍ତୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ମହାରାଷ୍ଟ୍ରରେ ଏପରି ଏକ ରେଡ୍ କରିଛି ଯାହା ନୂଆ ରେକର୍ଡ କରିବ ବୋଲି କୁହାଯାଉଛି।…

ଯୋଗୀଙ୍କ ବିଜୟ ପଛର ନେପଥ୍ୟ ନାୟକ ବଂଶଲ: ଓଡ଼ିଶା ବିଜେପିକୁ ବାଟକୁ ଆଣିବେ ଶାହଙ୍କ ‘ପିକେ’?

ଭୁବନେଶ୍ୱର: ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ଓଡ଼ିଶା ଗସ୍ତରେ ଆସି କହିଥିଲେ ଓଡିଶାରେ ବିଜେପି ଗଢିବ ସରକାର। ଏହାପରେ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ଅନେକ ବାର୍ତ୍ତା ଦେଇଛନ୍ତି। ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ, ବଡ଼ ବଡ ନେତାଙ୍କୁ ଏକ ଘରିକିଆ କାହିଁକି ରଖାଗଲା…

ନବୀନ ପଟ୍ଟନାୟକ ବିଜେପିର ସହଯୋଗୀ: ଟିଏମସି ସାଂସଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ ପଟ୍ଟ ପରିବର୍ତ୍ତନ କରିବା ପରେ ସେ ଆଗାମୀ ଦିନରେ ପ୍ରଧାନମମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ସେ ମୋଦୀଙ୍କ ସମସ୍କନ୍ଧ ନେତା ହୋଇଥିବାରୁ ଆଗାମୀ ଦିନରେ ସେ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି…

୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ନୂଆଦିଲ୍ଲୀ: ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏ ସଂକ୍ରାନ୍ତରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି…

ଡିସେମ୍ବର ସୁଦ୍ଧା ପଶ୍ଚିମବଙ୍ଗରେ ଭାଙ୍ଗିବ ସରକାର: ଶୁଭେନ୍ଦୁ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ତଥା ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ମମତା ସରକାର ଭାଙ୍ଗିଯିବ ବୋଲି ବଡ଼ ବୟାନ ଦେଇଛନ୍ତି। ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ମମତା ସରକାର ଭାଙ୍ଗିଯିବ। କେବଳ ଏତିକି ନୁହେଁ, ୨୦୨୪ରେ…

ଗାଡି ଚଢ଼ାଇଥିବାରୁ ଅନୁତାପ କରୁନି: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଖୋର୍ଦ୍ଧା ବାଣପୁରରେ କାର ଚଢ଼ାଇବା ଘଟଣାରେ ଜାମିନରୁ ମୁକୁଳିବା ପରେ ଭିକ୍ଟିମ୍ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ନିଜର ନୀରିହତା ଦେଖାଇବାକୁ ଯାଇ ମାର୍ଚ୍ଚ ୧୨, ୨୦୨୨ ଘଟଣା ବାବଦରେ ମିଡିଆକୁ କହିଛନ୍ତି। ସେଦିନ ବିଜେପି ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲା। ତାଙ୍କୁ…

ଜେଡିୟୁ ସହ ବିଜେପିର ମେଣ୍ଟ ଭାଙ୍ଗିବା ପରେ କ’ଣ କରିବେ ରାଜ୍ୟସଭା ଉପାଧ୍ୟକ୍ଷ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜେଡିୟୁ-ବିଜେପି ମେଣ୍ଟ ଭାଙ୍ଗିବା ପରେ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ନା କଣ କରିବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି । ବିହାରରେ ବିଜେପି ଏବଂ ଜେଡିୟୁ ପରସ୍ପରକୁ ମୁହଁ ମୋଡିବା ପରେ ଆରଜେଡି ସମେତ ୭ଟି ଦଳ ସହିତ ମିଶି ଜେଡିୟୁ ଏକ…

ଫ୍ରେଣ୍ଡସିପରୁ ନୀତୀଶ ଆଉଟ୍, ନବୀନ ଇନ୍ ! ବନ୍ଧୁତ୍ୱ କାହାକୁ ଲୋଡ଼ା ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ମାଳ ମାଳ ପ୍ରସଙ୍ଗରେ ଯେତେବେଳେ କେନ୍ଦ୍ରର ଶାସକ ଦଳ ବିଜେପିକୁ ଘେରିବାକୁ ବିରୋଧୀ ପ୍ରସ୍ତୁତି ଚଳାଇଛନ୍ତି ସେତେବେଳେ ବିଜେପିର ସହଯୋଗୀ ଦଳ ଜେଡିୟୁ ଏନଡିଏକୁ ବାଏ ବାଏ କରିଛି। ଏନଡିଏରୁ ସହଯୋଗୀ ଦଳ ଛାଡିବା ଏବେ ଏକ ପ୍ରକାର ଟ୍ରେଣ୍ଡ ପାଲଟିଯାଇଛି। ନିକଟ…

ନୀତୀଶ ଶପଥ ନେବା ପୂର୍ବରୁ ଗିରିରାଜ ସିଂ ମାରିଲେ କଟା ଘା’ରେ ଚୂନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଉ କିଛି ସମୟ ପରେ ବିହାରରେ ମହାମେଣ୍ଟ ପାର୍ଟ ଟୁ ସରକାର ଶପଥ ଗ୍ରହଣ କରିବ। ଏନଡିଏରେ ରହି ଅସନ୍ତୋଷ ଲାଭ କରିବା ପରେ ନୀତୀଶ କୁମାର ବିଜେପି ଛାଡି ଆରଜେଡିରେ ଯୋଗ ଦେଇଛନ୍ତି। ଗୋଟିଏ ପଟେ ନୀତୀଶ କୁମାରଙ୍କ ଏହି ନିଷ୍ପତ୍ତି ନେଇ ସବୁ ପ୍ରକାର କଳ୍ପନାଜଳ୍ପନା…

ବାରମ୍ବାର ସରକାର ପରିବର୍ତ୍ତନ କରାଇ ନୀତୀଶ ବିଶ୍ୱସନୀୟତା ହରାଉଛନ୍ତି: ପିକେ

ପାଟଣା: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଓରଫ ପିକେ ବିହାରରେ ବାରମ୍ବାର ଦେଖାଦେଇଥିବା ରାଜନୈତିକ ଅସ୍ଥିରତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏପରି ଅସ୍ଥିରିତା କିଛି ନୂଆ ନୁହେଁ ବୋଲି କହିବା ସହିତ ବାରମ୍ବାର କ୍ଷମତା ପାଇଁ ମେଣ୍ଟ ପରିବର୍ତ୍ତନ ନୀତୀଶଙ୍କ ବିଶ୍ୱସନୀୟତାକୁ ହ୍ରାସ…