Latest Odisha News

BREAKING NEWS

କରୋନା ପରେ ଚୀନରେ ଚିହ୍ନଟ ହେଲେ ଆଉ ଏକ ନୂଆ ଭାଇରସ !

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଏବେ ଆଉ ଏକ ନୂଆ ଭାଇରାସ ବା ଭୂତାଣୁ ବିଶ୍ୱକୁ ଟେନସେନ ଦେଇପାରେ। ବୈଜ୍ଞାନିକମାନେ ପୁଣି ଥରେ ଏକ ନୂଆ ଭାଇରସ ପାଇଛନ୍ତି, ଯେଉଁଥିପାଇଁ ୩୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ବିଶେଷ କଥା ହେଉଛି ଏହି ଭାଇରାସ ଚାଇନାରେ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା…

ଅଷ୍ଟମ ଥର ପାଇଁ ଶପଥ ନେବେ ନୀତୀଶ : ତେଜସ୍ୱୀ ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟରେ ସାମିଲ ହେବେ ୩୫…

ପାଟଣା: ଆଜି ବୁଧବାର ବିହାରରେ ମହାମେଣ୍ଟ ସରକାର ଶପଥ ନେବ । ବିହାରରେ ବିଜେପି-ଜେଡିୟୁ ଏନଡିଏ ସରକାର ଭାଙ୍ଗିବା ପରେ ୨୦୧୫ ଶୈଳୀରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନ ୨ ଟାରେ ନୀତୀଶ କୁମାର ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ…

ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏରୁ ନୀତୀଶ ଓହରିବା ପଛର ଉଦ୍ଦେଶ୍ୟ କ’ଣ ହୋଇପାରେ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାରରେ ବଦଳିଛି ରାଜନୈତିକ ସମୀକରଣ। ନୀତୀଶ କୁମାର ପୁଣିଥରେ ପଟ୍ଟ ପରିବର୍ତ୍ତନ କରି ଆରଜେଡି ସହିତ ସରକାର ଗଠନ କରିବାକୁ ଯାଉଛନ୍ତି। ଆସନ୍ତାକାଲି (ବୁଧବାର) ଶପଥ ଗ୍ରହଣ ଉତ୍ସବ ରହିଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ନୀତୀଶ କେଉଁ ପରିସ୍ଥିତିରେ ଏପରି…

କେବେ କେବେ ପଟ୍ଟ ପରିବର୍ତ୍ତନ କରିଛନ୍ତି ‘ବିହାରୀ ବାବୁ’, ଜାଣନ୍ତୁ ସଂକ୍ଷେପରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିଛନ୍ତି। କିନ୍ତୁ ଏପରି ମେଣ୍ଟ ଭାଙ୍ଗିବା ତାଙ୍କ ପାଇଁ କିମ୍ବା ଦେଶର ରାଜନୀତିରେ କିଛି ନୂଆ ନୁହେଁ। ତେବେ ବାରମ୍ବାର ପଟ୍ଟ ପରିବର୍ତ୍ତନ କରି କ୍ଷମତାରେ ରହିଥିବା ଏହି ନେତାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ ଜେଡିୟୁ…

ଇସାରା ଦେଇ ମମତାଙ୍କ ଟିଏମସିକୁ ବାଣ ମାରିଲେ ମାର୍ଗେଟ ଆଲଭା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀଙ୍କ ମିଳିତ ପ୍ରାର୍ଥୀ ମାର୍ଗେଟ୍ ଆଲଭା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ଦ୍ୱାରା ପରାଜିତ ହୋଇଛନ୍ତି। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ତାଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଛନ୍ତି। ଧନଖଡ ୫୨୮ ଭୋଟ୍ ପାଇଥିବାବେଳେ ଆଲଭା ୧୮୨ ଭୋଟ୍…

ନୀତି ଆୟୋଗ ବୈଠକକୁ ଆସିବେନି ନୀତିଶ; ବିଜେପି-ବିହାରୀ ବାବୁ ସମ୍ପର୍କ ଠିକଠାକ ଚାଲିଛି ତ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଦିଲ୍ଲୀରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ବୈଠକରେ ଯୋଗଦେବେ ନାହିଁ। ଏହି ସଭାରେ…

୭୫୦ ଛାତ୍ରୀ ପ୍ରସ୍ତୁତ କରିଥିବା ଛୋଟ ରକେଟ ଜାତୀୟ ପତାକା ନେଇ ମହାକାଶକୁ ଯିବ, ଆସନ୍ତାକାଲି ଉତକ୍ଷେପଣ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ମହାକାଶରେ ଜାତୀୟ ପତାକା ଫର ଫର ହୋଇ ଉଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଆଶା ଥିଲା। ଏଥିପାଇଁ ସେ ଚାରି ବର୍ଷ ପୂର୍ବେ ୧୫ ଅଗଷ୍ଟ ୨୦୧୮ରେ ଘୋଷଣା କରିଥିଲେ ଯେ ୭୫ ବର୍ଷ ପୂର୍ତ୍ତି ଅବସରରେ ମହାକାଶରେ ଜାତୀୟ ପତାକା…

୭୦ ଲକ୍ଷ ରାସନକାର୍ଡଧାରୀଙ୍କୁ ସନ୍ଦେହ ନଜରରେ ଦେଖିଲା କେନ୍ଦ୍ର, ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ପ୍ରାୟ ୭୦ ଲକ୍ଷ ହିତାଧୀକାରୀଙ୍କୁ ସନ୍ଦେହ ନଜରରେ ଦେଖିବା ଆରମ୍ଭ କରିଛି କେନ୍ଦ୍ର ସରକାର। ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆବଶ୍ୟକ ତଥ୍ୟ ପଠାଇଛନ୍ତି। ଏବେ ରାଜ୍ୟ…

ଚୀନ୍-ତାଇଓ୍ୱାନ ବିବାଦ ଭିତରେ ତାଇଓ୍ୱାନ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମୃତ ଦେହ ଉଦ୍ଧାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ ଏବଂ ତାଇଓ୍ୱାନ ମଧ୍ୟରେ ବିବାଦ ତେଜିଛି । ଚୀନ ସୀମାରେ ଯୁଦ୍ଧାସ୍ତ୍ର ଜରିଆରେ ନିଜର ପତିଆରା ଜାହିର କରୁଥିବା ବେଳେ ତାଇୱାନ ମଧ୍ୟ ପ୍ରସ୍ତୁତ ରହିଛି । ଏହାରି ଭିତରେ ତାଇୱାନର ଜଣେ ବରିଷ୍ଠ…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍ ପଡ଼ିବ, ଧନଖଡ ଜିତିଲେ କେଉଁ ରାଜ୍ୟ ଅଧିକ ଖୁସି ହେବ?

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସଂସଦରେ ଏଥିପାଇଁ ମତଦାନ ଅନୁଷ୍ଠିତ ହେବ। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ମାର୍ଗେଟ୍ ଆଲଭାଙ୍କୁ ଭୋଟ୍ ଦେବେ ସାଂସଦ। ପରିସଂଖ୍ୟାନ ଦୃଷ୍ଟିରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନଖଡଙ୍କ ବିଜୟ ସୁନିଶ୍ଚିତ…