କେଉଁ ମାମଲାରେ ଜାମିନ୍ ଆବେଦନ କରିଛନ୍ତି ବାବୁସାନ ?
କଟକ: ଚେନ୍ନାଇରୁ ଫେରିବା ପରେ ଓଲିଉଡ ହୀରୋ ବାବୁସାନଙ୍କୁ ଘାରିଛି ଗିରଫଦାରୀ ଭୟ। ଖାରବେଳନଗର ଥାନା ପୂର୍ବରୁ ବାବୁସାନଙ୍କୁ ତାଙ୍କ ପତ୍ନୀ ତୃପ୍ତୀ ଶତପଥୀଙ୍କ ଏଫଆଇଆର ଆଧାରରେ ହାଜର ହେବାକୁ କହିସାରିଛି। ଏବେ ସେ ଭୁବନେଶ୍ୱରକୁ ଫେରିଛନ୍ତି। ତେଣୁ ପୋଲିସ ଜେରାର ସେ ଖୁବଶୀଘ୍ର ସାମ୍ନା…