Latest Odisha News

ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ତୈଳ କମ୍ପାନୀକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ

ଲକ୍ଷ୍ନୌ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର ଦିନ ତୈଳ କମ୍ପାନୀମାନଙ୍କୁ ତେଲ ଦର ହ୍ରାସ କରିବାକୁ ଏକ ବିଶେଷ ଅନୁରୋଧ କରିଛନ୍ତି। ଉତ୍ତର ପ୍ରଦେଶ ବାରାଣାସୀ ଗସ୍ତରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ତୈଳ…

ମୋଦୀଙ୍କୁ ଟେନସେନ ଦେବାକୁ ଚାହୁଁନାହାନ୍ତି ମମତା: ଅଧୀର ରଞ୍ଜନ

କୋଲକାତା: ଦେଶର ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଳି ସମସ୍ତଙ୍କୁ ଜଣା। ଏବେ କିନ୍ତୁ ଏହି ଦୁଇ ନେତାଙ୍କ ମଧ୍ୟରେ ଗୋଟିଏ ସହମତି ହୋଇଛି। ଯେଉଁଥିପାଇଁ ପଶ୍ଚିମବଙ୍ଗ ମମତା ବାନାର୍ଜୀ ମୋଦୀଙ୍କ ବିରୋଧରେ ଆଗ ଭଳି କିଛି…

ବିଜେପି ସମ୍ପର୍କରେ ନୀତୀଶ କୁମାର? ଦଳର ବରିଷ୍ଠ ନେତାଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

ପାଟଣା: କ'ଣ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ୟୁ-ଟର୍ଣ୍ଣ ନେବେ ? ବିଜେପିକୁ ଫେରିବାକୁ ସେ ପୁଣିଥରେ ଚିନ୍ତା କରୁଛନ୍ତି କି? ଜନତା ଦଳ (ୟୁନାଇଟେଡ୍) ର ସଂସଦୀୟ ବୋର୍ଡର ସଭାପତି ଉପେନ୍ଦ୍ର କୁଶୱା ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏକ ବୟାନ ଦେଇଛନ୍ତି। ଏହାପରେ…

ଶନି ଦେବତାଙ୍କୁ ମନ୍ତ୍ରୀ ଦାନ କଲେ କୋଟିଏ ଟଙ୍କାର ସୁନା କଳସ !

ଝାରସୁଗୁଡା: ଚଳିତ ସପ୍ତାହରେ ଶନି ଚଳନ ଆରମ୍ଭ ହୋଇଛି। ଅନେକ ଲୋକ ଘରେ ଶନି ଓ ମନ୍ଦିରରେ ଶନି ପୂଜା କରିଛନ୍ତି। ଏହାରି ଭିତରେ ଏକ ଖବର ଆସିଛି ଜଣେ ଓଡ଼ିଆ ମହାରାଷ୍ଚ୍ରରେ ଶନି ଶିଙ୍ଗଣାପୁର ମନ୍ଦିରରେ କୋଟିଏ ଟଙ୍କାର ଏକ ସୁନା କଳସ ଦାନ କରିଛନ୍ତି। ତେବେ କିଏ ଏହି ଦାନ କରିଛନ୍ତି ସେ ନେଇ…

‘ରାହୁଲ ପିଏମ୍ ହେବାକୁ ଯୋଗ୍ୟ’, ତୃତୀୟ ସାମ୍ମୁଖ୍ୟକୁ ସଞ୍ଜୟଙ୍କ କଟାକ୍ଷ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ଯୋଗଦେବା ପାଇଁ ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ ସେ ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଏବଂ ରାହୁଲ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଜଣେ…

‘ଭଗବାନ ରାମ ପ୍ରତିଦିନ ଅପରାହ୍ନରେ ସୀତାଙ୍କ ସହ ବସି ମଦ ପିଉଥିଲେ’

ବାଙ୍ଗାଲୋର: ଖ୍ୟାତନାମା ଲେଖକ କେ.ଏସ୍ ଭଗବାନଙ୍କ ବିବାଦୀୟ ମନ୍ତବ୍ୟ। 'ବାଲ୍ମିକୀ ରାମାୟଣ'ରେ କୁହାଯାଛି ଯେ ଭଗବାନ ରାମ ପ୍ରତିଦିନ ଅପରାହ୍ନରେ ତାଙ୍କ ପତ୍ନୀ ସୀତାଙ୍କ ସହ ବସି ମଦ ପିଉଥିଲେ। ଶୁକ୍ରବାର (ଜାନୁଆରୀ ୨୦)ରେ କର୍ଣ୍ଣାଟକର ମାଣ୍ଡିଆରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ…

ନୀତୀଶଙ୍କୁ ଲାଗିପାରେ ଝଟକା, କୁଶଓ୍ୱା ଦଳ ଛାଡିବା ନେଇ ବଢ଼ିଲା ଚର୍ଚ୍ଚା

ପାଟଣା: ବିହାରର ଜନତା ଦଳ ୟୁନାଇଟେଡରେ ବଡ ଗଡବଡ ହୋଇପାରେ। ଦଳର ସଂସଦୀୟ ବୋର୍ଡର ମୁଖ୍ୟ ଉପେନ୍ଦ୍ର କୁଶଓ୍ୱା ଦଳ ଛାଡ଼ିବା ନେଇ ଚର୍ଚ୍ଚା ବଢ଼ିଛି। ଗୋଟିଏ ପଟେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସମାଧାନ ଯାତ୍ରା କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଦଳରେ ତାଙ୍କର ପ୍ରମୁଖ…

କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ: ୩ରେ ମହାସମାବେଶ କରିବ ୬୬୨ ବର୍ଗ ଅଧ୍ୟାପକ ସଂଘ

ଭୁବନେଶ୍ୱର: ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡକୁ ନେଇ ଯେଉଁ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ ତାକୁ ବିରୋଧ । ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ କ୍ୟାବିନେଟର ଏପରି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ଆସନ୍ତା…

ରବିବାରଠୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ। ବୈଠକରେ ରାଜ୍ୟ ତଥା ଜାତୀୟ ପଦାଧିକାରୀ, ପ୍ରଭାରୀ ସମେତ ନିର୍ବାଚିତ ବିଧାୟକ, ସାଂସଦଙ୍କ ସମେତ ଜିଲ୍ଲା ସଭାପତି ଯୋଗ ଦେବେ। ଏହାପୂର୍ବରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିଥିଲା। ନିକଟରେ ଦିଲ୍ଲୀରେ…

ସ୍ୱାମୀ ହ୍ୟୁମାନ ସାଗରଙ୍କ ପରକୀୟା ପ୍ରୀତିର ପ୍ରମାଣ ରଖିଛି: ଶ୍ରେୟା

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। କେବଳ ସେଲିବ୍ରିଟି ସ୍ୱାମୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁ ନ ଥିବାରୁ ଦୀର୍ଘ ଦିନ ଧରି ନିର୍ଯାତନା ବାବଦରେ କିଛି ନକହି ଚୁପ୍…