ଜୁନରେ ସ୍ୱାଭାବିକଠୁ ଟିକିଏ ଅଧିକ ବର୍ଷା ହେବ: ଆଇଏମଡି
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ପୂର୍ବାନୁମାନ କରିଛି ଯେ ଚଳିତ ବର୍ଷ ଜୁନ୍ ମାସରେ ସାରା ଦେଶରେ ବର୍ଷା ସ୍ୱାଭାବିକ ହେବ । ଆଗାମୀ ଚାରି ମାସ (ଜୁନରୁ ସେପ୍ଟେମ୍ବର) ମଧ୍ୟରେ ମୌସୁମୀ ବର୍ଷା ହାରାହାରି (ଏଲପିଏ)ର 103% ହେବ ବୋଲି ସମ୍ଭାବନା ରହିଛି।
ତେବେ ଜୁନ୍…