ଏତେ କଥା ହେଲା କିନ୍ତୁ ପୁରୀ ସାଂସଦ ଘଟଣାସ୍ଥଳକୁ ଆସିଲେନି: ବିଜୟ ମହାପାତ୍ର
ଭୁବନେଶ୍ୱର: ପୁଣିଥରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ପୁଣିଥରେ ଏଏସଆଇ ଏବଂ ଏଏନଏମଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ମହାପାତ୍ର। ପୁରୀର ଏହି ପ୍ରକଳ୍ପକୁ ବିବାଦୀୟ ହୋଇସାରିଲାଣି । ହେଲେ ଏତେ ପରେ ବି ଏନଏମଏ ଚେୟାରମ୍ୟାନ ଗୁଜରାଟର ଅହମଦାବାଦ ଯାଉଛନ୍ତି କିନ୍ତୁ ପୁରୀ ଆସୁନାହାନ୍ତି…