ମଉଳିଲା ଚାଷୀଙ୍କ ଆଶା, ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ !
ଭୁବନେଶ୍ୱର: ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ । ଜୁନ୍ 10 ପରେ ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଜୁନ୍ 1 ସୁଦ୍ଧା କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବା ପରେ ଓଡ଼ିଶା ଛୁଇଁବା ପାଇଁ…