Latest Odisha News

BREAKING NEWS

କଥା ଦେଇ କଥା ରଖିଲେନି ନବୀନ !

ଭୁବନେଶ୍ୱର: ଯୁବ ନେତାଙ୍କୁ ଟିକେଟ୍ ଦେଇ ବିଜେଡି ସୁପ୍ରିମୋ ଦଳର ଭେଟେରେନାଙ୍କୁ ଦେଇଛନ୍ତି ଚକମା । ଖାଲି ହେବାକୁ ଥିବା ଚାରି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦଳରେ ଅନେକ ଆଶାୟୀ ନେତା ରାଜ୍ୟସଭାକୁ ଯିବେ ବୋଲି ମନ କରିଥିଲେ। କାରଣ ବିଭିନ୍ନ…

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଅପରାହ୍ନରେ ମୋଦୀଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର: ରବିବାର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ସୋମବାର ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏହି ସୂଚନା ଦେଇଛି । ଦୁଇ ମାସରେ ନବୀନଙ୍କର ଏହା ତୃତୀୟ ଦିଲ୍ଲୀ ଗସ୍ତ ହେବ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଜେଡି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ବିଜେଡି ଖାଲିଥିବା ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳର ମୁଖପାତ୍ର ସୁଲତା ଦେଓଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀନୀ କରିଥିବା ବେଳେ ସସ୍ମିତ ପାତ୍ରଙ୍କୁ ପୁଣିଥରେ ଟିକେଟ୍ ଦେଇଛି । ସେହିପରି ଅନ୍ୟ ଦୁଇ ଜଣ ହେଲେ ରାଜ୍ୟ ସରକାରଙ୍କ ମିଡିଆ…

କୂଅ ଭିତରୁ ୫ ମୃତ ଦେହ ଉଦ୍ଧାର, ମୃତକଙ୍କ ମଧ୍ୟରେ ୩ ଭଉଣୀ ଓ ଦୁଇ ଛୋଟ ଛୁଆ

ଜୟପୁର:ଗୋଟିଏ କୂଅରୁ ୩ ଭଉଣୀ ଓ ୨ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ତିନି ଜଣ ମହିଳା ସମ୍ପର୍କରେ ଭଉଣୀ । ଗୋଟିଏ ଘରୁ ତିନି ଜଣ ବିବାହ କରିଥିଲେ। ସ୍ୱାମୀଙ୍କ ଦ୍ୱାରା ନିର୍ଯାତନାର ଶିକାର ଏବଂ ଯୌତୁକ ପାଇଁ ଏହି ତିନି ମହିଳା…

ବିଧାୟକ ରହିବେ ବୋଲି ରାଜଧାନୀରେ ଚାଲିଛି ଗଛ କଟା

ଭୁବନେଶ୍ୱର: ଗଛ ଆମ ଜୀବନ । ଗଛ ଲଗାଇ ଆମେ ପରିବେଶକୁ ସୁରକ୍ଷିତ ରଖିପାରିବା । ଏପରି ଅନେକ ନାରା ପ୍ରଦୂଷଣକୁ କମ କରିବା ପାଇଁ ଏବଂ ପରିବେଶକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଦିଅନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏହା କିନ୍ତୁ ଭିନ୍ନ । ବିଧାୟକଙ୍କ ପାଇଁ ଘର ତିଆରି ହେବ । ଏଥିପାଇଁ…

ଫାଟିଗଲା ବ୍ୟାଟେରୀ, ଜଳିଗଲା ତିନୋଟି ବ୍ୟାଟେରୀ ଚାଳିତ ବାଇକ

ଯାଜପୁର (ହିମାଂଶୁ କୁମାର ପାଢ଼ୀ): ଚାର୍ଜ ବେଳେ ଫାଟିଲା ବ୍ୟାଟେରୀ ବାଇକର ବ୍ୟାଟେରୀ। ଯାଜପୁର ଲଳିତେଶ୍ୱର ନଗରରେ ଥିବା ଏକ ସୋ ରୁମରେ ଏହି ଅଘଟଣ ଘଟିଛି। ଗାଡି ବ୍ୟାଟେରୀ ଚାର୍ଜ ହେଉଥିବା ସମୟରେ ହଠାତ ଏକ ବ୍ୟାଟେରୀ ବିସ୍ପୋରଣ ହୋଇଥିଲା। ଫଳରେ ନିଆଁ ପୁରା ସୋ ରୁମକୁ ବ୍ୟାପିଥିଲା। ଏଥିରେ…

ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ କାଳି ମାଡ଼

ପୁରୀ (ସନ୍ତୋଷ କୁମାର ଦାସ): ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଦୀର୍ଘ ଦିନ ଧରି ମାମଲା ଚାଲିଛି । ତେବେ ଶନିବାର ପୁରୀ ସାଂସଦ ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ କାଳି ମାଡ ସହିତ କଳା ପତାକା ପ୍ରଦର୍ଶନ ହୋଇଛି । ଆଉ ଏପରି କରିଛନ୍ତି କିଛି ଛାତ୍ର କଂଗ୍ରେସ କର୍ମୀ । ଛାତ୍ର କଂଗ୍ରେସ…

ଟ୍ରକ ଧକ୍କା ଦେଲା ଅଟୋକୁ: କାମ ସାରି ଆଉ ଘରକୁ ଫେରି ପାରିଲେନି ନିର୍ମାଣ ଶ୍ରମିକ

କୋରାପୁଟ (ପବନ କୁମାର): ଟ୍ରକ ଧକ୍କା ଦେଲା ଅଟୋକୁ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି 5 ଜଣଙ୍କ ଅବସ୍ଥା ଗୁରୁତର ରହିଛନ୍ତି। ଦୁର୍ଘଟଣା ବେଳେ ଅଟୋରେ 10 ଜଣ ବସିଥିବା ଜଣାପଡିଛି । ସେଥି ମଧ୍ୟରୁ 2 ଜଣ ସୁରକ୍ଷିତ ରହିଥିବା ଜଣା…

ଏତେ କଥା ହେଲା କିନ୍ତୁ ପୁରୀ ସାଂସଦ ଘଟଣାସ୍ଥଳକୁ ଆସିଲେନି: ବିଜୟ ମହାପାତ୍ର

ଭୁବନେଶ୍ୱର: ପୁଣିଥରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ପୁଣିଥରେ ଏଏସଆଇ ଏବଂ ଏଏନଏମଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ମହାପାତ୍ର। ପୁରୀର ଏହି ପ୍ରକଳ୍ପକୁ ବିବାଦୀୟ ହୋଇସାରିଲାଣି । ହେଲେ ଏତେ ପରେ ବି ଏନଏମଏ ଚେୟାରମ୍ୟାନ ଗୁଜରାଟର ଅହମଦାବାଦ ଯାଉଛନ୍ତି କିନ୍ତୁ ପୁରୀ ଆସୁନାହାନ୍ତି…

ପୁରୀ ଐତିହ୍ୟ ପ୍ରକଳ୍ପ; ନ୍ୟାୟଳୟ ବି ମିଲିଭଗତରେ ଚାଲିଛି କହିଲେ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର: ଶ୍ରୀମନ୍ଦିର ହେରିଟେଜ୍ କରିଡର ପ୍ରକଳ୍ପ ଅଧୀନରେ ନିର୍ମାଣ କାର୍ଯ୍ୟ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଅନୁଯାୟୀ ଚାଲିଛି ଏବଂ କୌଣସି ଏଜେନ୍ସି ଏହାକୁ ରୋକି ପାରିବେ ନାହିଁ । ପୁରୀ ସାଂସଦ ପିନାକି ମିଶ୍ର ଶନିବାର ଏହା କହିଛନ୍ତି। ତେବେ ନିର୍ମାଣ କାର୍ଯ୍ୟ ଆଇନ ଅନୁଯାୟୀ ଚାଲିଛି କି…