ସାପ୍ତାହିକ ବାର୍କ ରିପୋର୍ଟ: ଓଡ଼ିଆ, ହିନ୍ଦୀ ଏବଂ ଇଂଲିଶ ନ୍ୟୁଜ ଚ୍ୟାନେଲରେ କିଏ ଏକ ନମ୍ବର?
ଭୁବନେଶ୍ୱର: ପ୍ରତି ସପ୍ତାହ ପରି ଚଳିତଥର ମଧ୍ୟ ସାପ୍ତାହିକ ଟିଆରପି ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଓଟିଭି ଏକ ନମ୍ବରରେ ରହିଥିବା ବେଳେ କନକ ନ୍ୟୁଜ ଦ୍ୱିତୀୟ ନମ୍ବରରେ ରହିଛି । ସେହିପରି ଓଟିଭିର ସହଯୋଗୀ ମନୋରଞ୍ଜନ ରଞ୍ଜନ ଚ୍ୟାନେଲ ତରଙ୍ଗ ଏକ ନମ୍ବର…