Latest Odisha News

ଚୀନରେ ଗୋଟିଏ ଦିନରେ ୩୬ ହଜାର ପ୍ରାଣ ହରାଇବେ!

ନୂଆଦିଲ୍ଲୀ: ଚୀନ ଅପେକ୍ଷା କରିଛି କରୋନାର ଏକ ଘାତକ ଲହରକୁ। ଯେଉଁଥିରେ ଗୋଟିଏ ଦିନରେ ୩୬ ହଜାର ଜଣ ପ୍ରାଣ ହରାଇବାର ଆଶଙ୍କା ରହିଛି। ଏକ ଆକଳନରୁ ଜଣାପଡିଛି ଯେ ଚୀନରେ କୋଭିଡ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି । ଏବଂ ୨୬ ଜାନୁଆରୀରେ ଗୋଟିଏ ଦିନରେ ପ୍ରାୟ ୩୬,୦୦୦ ମୃତ୍ୟୁ ହେବାର…

‘ଗୁଜରାଟ ଫର୍ମୁଲାକୁ ଆପଣାଇ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେପି’

ଭୁବନେଶ୍ୱର: ଦିଲ୍ଲୀରେ ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶା ବିଜେପିକୁ ନିଜର ଏଜେଣ୍ଡା ବାବଦରେ ଏକ ପ୍ରକାର ବାର୍ତ୍ତା ମିିଳିଥିବା କୁହାଯାଉଛି। କେଉଁ ଆଧାରରେ ନିର୍ବାଚନ ଲଢାଯିବ କେଉଁ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ହେବ ଏବଂ…

ଓଡ଼ିଶାରେ ଏକାଠି ହୋଇ ଏଣ୍ଟ୍ରି ମାରିବେ କେଜ୍ରିଓ୍ୱାଲ, କେସିଆର!

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଧାନସଭା ଓ ସାଧାରଣ ନିର୍ବାଚନ ପାଇଁ ସମୟ ପାଖେଇ ଆସୁଛି। ଏହା ପୂର୍ବରୁ କିଛି ନୂଆ ଦଳ ଓଡ଼ିଶା ରାଜନୀତିରେ ପ୍ରବେଶ କରିବାକୁ ସୁଯୋଗ ଖୋଜୁଥିବା ଜଣାପଡିଛି। ତେଣୁ ସ୍ବାଭାବିକ ଭାବେ କିଛି ଅସନ୍ତୁଷ୍ଟ ନେତାଙ୍କୁ ନୂଆ ଦଳରେ ଯୋଗ ଦେବାକୁ ସୁଯୋଗ ମିଳିବ। ଏହି…

ଓଡ଼ିଶା କଂଗ୍ରେସକୁ ଝଟକା, କେସିଆରଙ୍କ ବିଆରଏସରେ ସାମିଲ ହେଲେ କୈଳାଶ ମୁଖୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶା କଂଗ୍ରେସକୁ ଝଟକା। ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ କଂଗ୍ରେସର ପ୍ରମୁଖ ନେତା କୈଳାଶ କୁମାର ମୁଖୀ। ଏକ ପ୍ରେସ ରିଲିଜ ଜରିଆରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି ନିଜର ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି କୌଳାଶ ମୁଖୀ। ଚିଠିରେ…

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଡିଓ ରେକର୍ଡିଂ କରିଥିବା ୟୁଟ୍ୟୁବର ଅନିମେଶ ଗିରଫ

ପୁରୀ: ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଗିରଫ। ନିକଟରେ ପୁରୀ ଶ୍ରୀମନ୍ଦିରରେ ନୋ ଫ୍ଲାଇଂ ଜୋନ୍ ଉପରେ ଡ୍ରୋନ୍ ଉଡ଼ାଇ ଫଟୋ ଉଠାଇ ସଂପୃକ୍ତ ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଅନିମେଶ। ଶ୍ରୀମନ୍ଦିର ପୋଲିସ ଏ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ ପୋଲିସ…

ହାଇଦ୍ରାବାଦରେ କେସିଆରଙ୍କ ମୋଦୀ ବିରୋଧୀ ମେଳି, କେତେ ସଫଳ ହେବ?

ହାଇଦ୍ରାବାଦ: ଆସନ୍ତା ଲୋକସଭା ନିର୍ବାଚନ ଉପରେ ​​ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ନଜର ରଖିଛନ୍ତି। ବୁଧବାର ତାଙ୍କ ଦଳ ଭାରତ ରାଷ୍ଟ୍ର ସମିତି ନେତୃତ୍ବରେ ଏକ ମେଗା ରାଲି କରିଛନ୍ତି କେସିଆର। ଅଣ କଂଗ୍ରେସ ଓ ଅଣ ବିଜେପି ତଥା ମୋଦୀ ବିରୋଧୀଙ୍କୁ ଏକାଠି କରି…

ଓଏଲଏକ୍ସରେ ଚଢା ଦରରେ ହକି ଟିକେଟ ବିକ୍ରି କରି ୫ ଯୁବକ ଗିରଫ

ଭୁବନେଶ୍ୱର: ହକି ଟିକେଟ କଳାବଜାରୀ କରି ୫ ଗିରଫ। ଆସନ୍ତାକାଲି ଭାରତର ମ୍ୟାଚ ରହିଛି । ଏହା ପୂର୍ବରୁ ଓଏଲଏକ୍ସ ଏବଂ ଅନ୍ୟାନ୍ୟ ସୋଶିଆଲ ମିଡିଆ ପ୍ଲାଟଫର୍ମରେ ଟିକେଟ ବିକ୍ରି କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି କିଛି ଯୁୂବକ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାନୁଆରି ୧୯…

ନକଲି ଔଷଧ ବିକ୍ରି ଅଭିଯୋଗରେ ଜଣେ ଗିରଫ

ବରଗଡ଼: ନକଲି ଔଷଧ ବିକ୍ରି ଅଭିଯୋଗରେ ବରଗଡରେ ଏକ ଔଷଧ ଦୋକାନର ମାଲିକଙ୍କୁ ଗିରଫ କରିଛି ପୋଲିସ। ମଙ୍ଗଳବାର ଏ ନେଇ ଟାଉନ୍ ଥାନାରେ ଅଶୋକ ମେଡିକାଲ୍ ହଲର ମାଲିକ ସୁନୀଲ ଅଗ୍ରଓ୍ୱାଲଙ୍କ ନାଁରେ  ଏକ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଏହି ଏଫଆଇଆରରେ ବାରଣାସୀର 3 ଜଣ ଡ୍ରଗ୍ସ ଯୋଗାଣକାରୀଙ୍କ ନାଁ ମଧ୍ୟ…

ନାଁ ନନେଇ କାହାକୁ ଟାର୍ଗେଟ କଲେ ସଚିନ ପାଇଲଟ?

ଜୟପୁର: ଶେଷ ହେବାକୁ ଯାଉଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା। ଏହାପରେ ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ କରିବାକୁ ଦଳ ହାତ ସେ ହାତ ଯୋଡ କାର୍ଯ୍ୟକ୍ରମ କରିବାକୁ ଯାଉଛି। ଏହାରି ଭିତରେ ରାଜସ୍ଥାନ କଂଗ୍ରେସର ଦୁଇ ପ୍ରମୁଖ ନେତା ସଚିନ ପାଇଲଟ ନିଜ ଦଳର ସରକାରକୁ…

କଟକ ସାବତ ମା’-ପୁଅ ମୃତ୍ୟୁ ଘଟଣା: ‘ମୋତେ ମିଛ କହି ସନ୍ତୋଷ ବିବାହ କରିଛନ୍ତି’

କଟକ: ମଧୁପାଟଣା ଥାନା ଶ୍ରୀରାମନଗରରେ ସାବତ ମା' ଓ ପୁଅର ମୃତ୍ୟୁ ରହସ୍ୟ ଘେରରେ ରହିଛି। ଏହି ଘଟଣାରେ ମୃତ ମହିଳା ଶିଳ୍ପୀ ଦାସଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ପୋଲିସ ଅଟକ ରଖି ଜେରା କରୁଛି। ଅନ୍ୟପଟେ ସନ୍ତୋଷଙ୍କ ପ୍ରଥମ ପତ୍ନୀର ପୁଅର ମୃତ୍ୟୁକୁ ନେଇ ସନ୍ତୋଷଙ୍କ ପରିବାର ଲୋକେ…