ଲୋକସଭା ଆସନ: ବିଜେଡି ଓ ବିଜେପିରୁ କିଏ ପ୍ରାର୍ଥୀ ହୋଇଛନ୍ତି?
ଭୁବନେଶ୍ୱର: ବିଜେପି ପରେ ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା। ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା ସହିତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ବିଜେପି କେବଳ 18 ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ କଂଗ୍ରେସ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ।…