୧୪ ଦିନିଆ ରିମାଣ୍ଡରେ ଜଗନ୍ନାଥ ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ଜଗନ
ପୁରୀ: ପୁରୀ ଶ୍ରୀମନ୍ଦିର ରୋଷେଇ ଘର ଚୁଲି ଭାଙ୍ଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ ମହାପାତ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଏହାପରେ ପୁରୀ ଏସଡିଜିଏମ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତ ଜଣକ କହିଛନ୍ତି, ରୋଷେଇ ଘରେ ସବୁଠି ପ୍ରସାଦ ଏଣେ…