Latest Odisha News

BREAKING NEWS

ୟୁକ୍ରେନରେ ମାନବୀୟ ସଙ୍କଟ ପାଇଁ ଋଷ ଦାୟୀ; ଭୋଟରୁ ଦୂରେଇ ରହିଲା ଭାରତ

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ମାସେ ଟପିଲା । ମାସେ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ମାନବୀୟ ସଙ୍କଟ ଦେଖାଦେଇଛି । ଏପରି ଏକ ପ୍ରସ୍ତାବ ମିଳିତ ଜାତିସଂଘର ସାଧାରଣ ସଭାରେ ପାରିତ ହୋଇଛି। ଯେଉଁଥିରେ ୟୁକ୍ରେନର ମାନବିକ ସଙ୍କଟ ପାଇଁ ଋଷକୁ ଦାୟୀ କରାଯାଇଛି। ୧୪୦ଟି ଦେଶର ଭୋଟ୍…

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଚାରି ଦିନରେ ତୃତୀୟ ଥର ତେଲ ଦର ବଢିଛି । ଆଜି ବିଭିନ୍ନ ସ୍ଥାନରେ ତେଲ ଦର ଭିନ୍ନ ଭିନ୍ନ ଭାବରେ ବଢିଛି । ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତ୍ୟେକ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି ।  ଭୁବନେଶ୍ୱରରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୮୫ ପଇସା…

ପିପିଲି ପୌର ନିର୍ବାଚନ ହିଂସା : ବୁଥରେ ଉତ୍ତେଜନା ,ଏଜେଣ୍ଟ ଗୁରୁତର

ପିପିଲି : ପିପିଲି ପୌର ନିର୍ବାଚନରେ ଦେଖାଦେଇଛି ରାଜନୈତିକ ହିଂସା । ପୌର ନିର୍ବାଚନ ଚାଲିଥିବା ସମୟରେ ଏଜେଣ୍ଟଙ୍କୁ ଆକ୍ରମଣ । ଏଥିରେ ଏଜେଣ୍ଟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଘଟିଛି ।…

[ଭିଡିଓ] ପ୍ରି ଓସ୍କାର ଆୱାର୍ଡ ଇଭେଣ୍ଟରେ ବ୍ଲାକ ଶାଢୀ ପିନ୍ଧି ଗର୍ଜିୟସ୍ ଲୁକରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା

ଦିଲ୍ଲୀ : ବଲିଉଡ ବିୟୁଟି ପ୍ରିୟଙ୍କା ଚୋପ୍ରା ଦେଶୀ ଲୁକରେ ନଜର ଆସିଲେ । ଆସନ୍ତା ୨୭ ତାରିଖରେ ଓସ୍କାର ଆୱାର୍ଡ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ଇଭେଣ୍ଟ ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ଏକ ପ୍ରି ଇଭେଣ୍ଟ ଆୟୋଜନ କରାଯାଇଥିଲା । ଏହି ଇଭେଣ୍ଟରେ ପ୍ରିୟଙ୍କା ଚୋପ୍ରା ବ୍ଲାକ ଶାଢୀ ପିନ୍ଧି…

ପୌର ନିର୍ବାଚନ ମତଦାନ ଜାରି , ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ପୌର ନିର୍ବାଚନ । ସମସ୍ତ ଅଞ୍ଚଳରେ ଶାନ୍ତି ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି । ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପୌର ନିର୍ବାଚନ ନେଇ ଭୋଟ ଦାନ ପକ୍ରିୟା ସକାଳ ୮ ଟାରୁ…

ବୀରଭୂମ ହିଂସା: ବ୍ୟାକଫୁଟରେ ମମତା ସରକାର, ସକାଳୁ ସକାଳୁ ଲାଗିଲା ସିସିଟିଭି

କୋଲକାତା:ପଶ୍ଚିମବଙ୍ଗ  ବୀରଭୂମ ଜିଲ୍ଲା ହିଂସା ଘଟଣାରେ ୮ ଜଣ ଜୀବନ୍ତଦଗ୍ଧ ହେବା ଘଟଣାରେ ଟିଏମସି ସରକାର ବ୍ୟାକଫୁଟରେ । ବୁଧବାର ହାଇକୋର୍ଟ ସରକାରଙ୍କୁ ଏହି ମାମଲାରେ ପ୍ରମାଣ ନଷ୍ଟ ହୋଇପାରିବ ନାହିଁ ବୋଲି ରୋକଠୋକ କହିଛନ୍ତି । ଏଥିସହ ଏହି ମାମଲାରେ ଅପରାହ୍ନ ୨ଟା ସୁଦ୍ଧା ରିପୋର୍ଟ…

ସଂସଦରେ ସରକାର ରଖିଲେ ଉତ୍ତର, ସ୍ମାର୍ଟଫୋନ୍ ଦ୍ୱାରା ଛୋଟ ଛୁଆଙ୍କ ଏକାଗ୍ରତା ନଷ୍ଟ ହେଉଛି

ନୂଆଦିଲ୍ଲୀ: ପିଲାମାନଙ୍କ ଉପରେ ସ୍ମାର୍ଟଫୋନର ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରତ୍ୟେକ ୫ ପିଲାଙ୍କ ମଧ୍ୟରୁ ଜଣେ ଶୋଇବା ପୂର୍ବରୁ ବେଡରେ ସ୍ମାର୍ଟଫୋନ୍ ବ୍ୟବହାର କରୁଛି । ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଏକ ତୃତୀୟାଂଶରୁ ଅଧିକ ପିଲାଙ୍କ ଏକାଗ୍ରତା…

ଦେଶରୁ ହଟିଲା କରୋନା ମହାମାରୀ ଆକ୍ଟ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ କେନ୍ଦ୍ର ସରକାର ଲଗାଇଥିବା ସମସ୍ତ ପ୍ରତିବନ୍ଧକ ୩୧ ମାର୍ଚ୍ଚ ସୁଦ୍ଧା ହଟାଯିବ। ଗୃହ ମନ୍ତ୍ରଣାଳୟ ବୁଧବାର ଏହା କହିଛି । କୋଭିଡ-ସୁରକ୍ଷା ବ୍ୟବସ୍ଥା ବର୍ତ୍ତମାନ ପାଇଁ ବିପର୍ଯ୍ୟୟ ପରିଚାଳନା ଆଇନ କାର୍ଯ୍ୟକାରୀ ହେବ ନାହିଁ। ତଥାପି, ସର୍ବସାଧାରଣ ସ୍ଥାନରେ…

ଭୋଟ୍ ଦେବେନି ସାଂସଦ ଅପରାଜିତା !

ଭୁବନେଶ୍ୱର: ରାତି ପାହିଲେ ମହାନଗର ନିଗମ ପାଇଁ ଭୋଟ୍ ପଡିବ । ନିଜ ନିଜର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ସମସ୍ତ ଭୋଟର ପ୍ରସ୍ତୁତ। କିନ୍ତୁ ଭୋଟ୍ ଦେବାକୁ ଆସିବେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଦିଲ୍ଲୀରେ ଅଛନ୍ତି । ଆସନ୍ତାକାଲି ଅପରାହ୍ନ 12ଟା 30ରେ ନିଜ ବୁଥ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ।ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ୍ ଟିମ୍ ଭଦ୍ରକ ଚାନ୍ଦବାଲି ଯିବ । ଶର୍ମିଷ୍ଠାଙ୍କୁ ଧରିବା…