ସୋନିଆ, ରାହୁଲ, ପ୍ରିୟଙ୍କା ଦେବେ ଇସ୍ତଫା !
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଅବସ୍ଥା ଶୋଚନୀୟ ହୋଇପଡିଛି । ପୂର୍ବରୁ ଅସନ୍ତୁଷ୍ଟ ଥିବା ଜି୨୩ ଗ୍ରୁପ ଏ ନେଇ ପୁନର୍ବାର ମୁହଁ ଖୋଲିଛନ୍ତି । ଏନଡିଟିଭି ସମେତ କେତେଗୁଡିଏ ନ୍ୟୁଜ ସାଇଟ ଅନୁସାରେ ରବିବାର ହେବାକୁ ଥିବା ସର୍ବଭାରତୀୟ କଂଗ୍ରେସ…