ବାଣପୁର : ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମାଡ ମରା ଘଟଣା । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ତେଣୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଆଜି ବାଣପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିଲା ।ଏହି ସମୟରେ ବିଧାୟକଙ୍କ ଗାଡି ବିଜେପି କର୍ମୀଙ୍କ ଉପରେ ମାଡି ଯାଇଥିଲା ।ଫଳରେ ଲୋକମାନେ ଉତକ୍ଷିପ୍ତ ହୋଇ ବିଧାୟକଙ୍କୁ ମାଡ ମାରି ଲହୁ ଲୁହାଣ କରିଥିଲେ । ଫଳରେ ତାଙ୍କୁ ପ୍ରଥମ ଟାଙ୍ଗି ହସ୍ପିଟାଲରେ ଭର୍ତି କରାଯାଇଥିଲା ।ହେଲେ ଏବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
BREAKING NEWS
- ହିନ୍ଦୁ- ୟିହୁଦୀ ସମ୍ପର୍କ ପାକିସ୍ତାନ ଓ ମୁସଲିମ ବିଶ୍ୱ ପାଇଁ ବିପଦ: ଅସିମ୍ ମୁନିରଙ୍କ ବକ୍ତବ୍ୟ ପ୍ରକାଶ କଲା ଇରାନ
- Matrubhumi Release Date: ୨୦ ନଭେମ୍ବରରେ ସଲମାନଙ୍କ ‘ମାତୃଭୂମି’, ସନ୍ନିଙ୍କ ‘ସୂର୍ଯ୍ୟା’ ସହ ହେବ ଟକ୍କର !
- ଲାଞ୍ଚ ନେଇ ହଟହଟା ପୋଲିସ ବାବୁ, ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁଲେ…
- Ramayana: ରାମ ହୋଇ ରଣବୀରଙ୍କ ରାଜ୍…ରାବଣ ରୂପରେ ୟଶଙ୍କ ଗର୍ଜନ, ପରଦାରେ ଧମାକାଦାର ଏଣ୍ଟ୍ରି କଲା ‘ରାମାୟଣ’…ଜିତିପାରିବ କି ଦର୍ଶକଙ୍କ ମନ?
- Virat Birthday: ଫିଲ୍ଡରେ ଫିଟ୍ ପାଇଁ କେତେ ପରିଶ୍ରମ କରନ୍ତି କୋହଲି ? ଜାଣିବା ବିରାଟଙ୍କ ଡାଏଟ୍ ଚାଟ୍ …
- Trump Lost Midterm: ମିଡ୍ଟର୍ମରେ କାହିଁକି ହାରିଲା ରିପବ୍ଲିକାନ୍? ଟ୍ରମ୍ପଙ୍କ ୫ଟି ବଡ଼ ଭୁଲ୍! ଜନତା ଦେଲେ ମୁହଁତୋଡ ଜବାବ…
- ବିଶୋଳ ଗାଁରେ ଚଢଉରେ ବଡ଼ ଟ୍ୱିଷ୍ଟ୍: ଇଶ୍ୱର ବିନ୍ଧାଣୀକୁ ୧୭ ଘଣ୍ଟା ଘାଣ୍ଟିଲା ଇଡି; ହେଲେ ବାନ୍ଧିଲା ବନ ବିଭାଗ
- ଚାକିରୀ ନଥିବାରୁ ସ୍ୱାମୀ ପାଲଟିଗଲା ସାଇକୋ, ସ୍ତ୍ରୀର କଟାମୁଣ୍ଡ ଧରି କାଳୀମନ୍ଦିରରେ ବସିଲା, ଗିରଫ କଲା ପୋଲିସ
- ଆନ୍ଧ୍ର ପଞ୍ଚାୟତ ନିର୍ବାଚନ; ଭୋଟ୍ ଦେଲେ କୋଟିଆରେ ଥିବା ଆନ୍ଧ୍ର ଭୋଟର
- ୟୁଏସ୍ ମିଡ୍ଟର୍ମ ନିର୍ବାଚନ ୨୦୨୬: ୪,୭୦୦ କୋଟି ଟଙ୍କା ଖର୍ଚ୍ଚ କରି ବି ଫେଲ୍ ଏଲନ୍ ମସ୍କ, ଏବେ ସାମ୍ରାଜ୍ୟ ଉପରେ ଡେମୋକ୍ରାଟ୍ସଙ୍କ ନଜର
Comments are closed.