Latest Odisha News

BREAKING NEWS

ସିବିଏସଇ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୨୦୨୩ରେ ହେବାକୁ ଥିବା ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ସିବିଏସ୍ଇ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଉଭୟ ଶ୍ରେଣୀର ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ୧୦ମ ପରୀକ୍ଷା…

୨୦୨୩ ମସିହା ସରକାରୀ କ୍ୟାଲେଣ୍ଡର ଉନ୍ମୋଚିତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସର…

ଉଚ୍ଚା ତକିଆରେ ଶୋଉଛନ୍ତି କି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଚ୍ଚା ତକିଆରେ ଶୋଉଛନ୍ତି କି? ଯଦି ହଁ, ତା'ହେଲେ ଆପଣ ଏ ବିଷୟରେ ଚିନ୍ତା କରିବା ସହ ଏହାର କ୍ଷତି ବିଷୟରେ ଜାଣିବା ଉଚିତ। ପ୍ରକୃତରେ ଯଦି ଆପଣ ନିଜର ତକିଆକୁ ଉପରକୁ ଉଠାଇ ଶୋଇବେ ତେବେ ଏହା ଆପଣଙ୍କ ଶରୀରରେ କ୍ଷତି ପହଞ୍ଚାଇ ପାରେ। ମୁଖ୍ୟତଃ ଏହା ଆପଣଙ୍କ ହାଡ଼…

ଭାରତୀୟ ରେଲଓ୍ବେର ସର୍ଭରରେ ସଂରକ୍ଷିତ ଥିବା ତିନି କୋଟି ଯାତ୍ରୀଙ୍କ ତଥ୍ୟ ହ୍ୟାକ!

ନୂଆଦିଲ୍ଲୀ: ଭାରତୀୟ ରେଲଓ୍ବେରେ ପଞ୍ଜିକୃତ ହୋଇଥିବା ପାଖାପାଖି ତିନି କୋଟି ଯାତ୍ରୀଙ୍କ ତଥ୍ୟ ହ୍ୟାକ୍ । ଏହି ତଥ୍ୟକୁ ଏବେ ଡାର୍କ ଓ୍ୱେବରେ ବିକ୍ରି ପାଇଁ ରଖାଯାଇଛି ବୋଲି ଡାଟା ହ୍ୟାକର ଦାବି କରିଛନ୍ତି। ଭାରତୀୟ ରେଳବାଇର ଏହା ସବୁଠାରୁ ବଡ଼ ହ୍ୟାକିଂ ବୋଲି ହ୍ୟାକରମାନେ ଦାବି କରିଛନ୍ତି।…

କୋଭିଡର ନୂଆ ଲହର ଆଶଙ୍କା ଭିତରେ ୪ର୍ଥ ଡୋଜ ଆବଶ୍ୟକ କି?

ନୂଆଦିଲ୍ଲୀ: ଦେଶରେ କୋଭିଡର ନୂଆ ଲହରକୁ ନେଇ ଆଶଙ୍କା ମଧ୍ୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ଦେଶର ଲୋକଙ୍କୁ ଚତୁର୍ଥ ଡୋଜ ଟିକା ଦେବାର କୌଣସି ଆବଶ୍ୟକତା ନାହିଁ। ଅନେକ ଲୋକ କୋଭିଡ ଲଢେଇ ପାଇଁ ଉଭୟ ଟିକା ନେଇଛନ୍ତି କିନ୍ତୁ ଆଉ କିଛି ଟିକା ନେଇ ନାହାନ୍ତି କି ସତର୍କତା ଗ୍ରହଣ କରିନାହାଁନ୍ତି।…

ବାହା ହେବାକୁ ଏପରି ଝିଅ ଖୋଜୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିଜ ବାହାଘର ନେଇ ନିରବ ରହୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଶୀତ ଦିନେ ବିନା ଜ୍ୟାକେଟରେ ଚାଲି ଚାଲି ଭାରତ ଯୋଡ ଯାତ୍ରା କରି ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ କଂଗ୍ରେସ ସଭାପତି। ଏହି ଭାରତ ଯୋଡ ଯାତ୍ରା ବେଳେ ଏକ ସାକ୍ଷାତକାର ଦେଇ ସେ…

ଆଗାମୀ ୪୦ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ କରିଛି ଯେ ଭାରତରେ ଯଦି ଚୀନ୍ ପରି କରୋନା ଲହର ଆସେ ତାହେଲେ ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବ। କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା କମ୍…

ନେତାଙ୍କ ରୋଡ ଶୋ’ ବେଳେ ଦଳାଚକଟା, ୮ ଜଣଙ୍କର ମୃତ୍ୟୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର କାନ୍ଦୁକୁର ଠାରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ୍ ଶୋ' ସମୟରେ ଅଣାୟତ ଭିଡରୁ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରେ ଅନେକ ଆହତ ହୋଇଛନ୍ତି।…

ହକି ବିଶ୍ୱକପ: ଆନ୍ଥେମ ସଙ୍ଗୀତର ନିର୍ଦ୍ଦେଶନା ଦେଲେ ପ୍ରେମ ଆନନ୍ଦ, ଗୀତ ଗାଇଛନ୍ତି ସୁଖବିନ୍ଦର ସିଂହ

ଭୁବନେଶ୍ୱର: ହକି ବିଶ୍ୱକପ୍ ଟ୍ରଫି ପାଇଁ ଏକ ଆନ୍ଥେମ ସଙ୍ଗୀତ ରେକର୍ଡିଂ ହୋଇଛି। ଏହି ଆନ୍ଥେମର ଶୀର୍ଷକ ରହିଛି, 'ଫିର ଗୁଞ୍ଜ ଉଠେ ଶଙ୍ଖନାଦ'। ଯାହାର ଓଡ଼ିଆ ଅର୍ଥ ପୁଣି ଥରେ ଗୁଞ୍ଜରଣ ହୋଇଛି ଶଙ୍ଖନାଦ। ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ସ୍ୱତନ୍ତ୍ର ଗୀତରେ ଓଡ଼ିଶା ସଙ୍ଗୀତର…

ଆମେରିକାରେ ଦୂତାବାସ ବିକ୍ରି କରିବ ପାକିସ୍ତାନ, ନିଲାମ ଡାକିଛନ୍ତି ଏହି ସବୁ ଦେଶର ବ୍ୟବସାୟୀ

ୱାଶିଂଟନ୍: ପାକିସ୍ତାନ ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ଥିବା ଦୂତାବାସର ପୁରୁଣା ଭଙ୍ଗା କୋଠା ବିକ୍ରି କରୁଛି। ଏଭଳି ପରିସ୍ଥିତିରେ ଋଣ ଜନ୍ତାରେ ପୁଡି କାଙ୍ଗଳ ପରିସ୍ଥିତିରେ ଥିବା ପାକିସ୍ତାନକୁ ବଡ ଅଫର ମଧ୍ୟ ଆସିଛି। ଜଣେ ଭାରତୀୟ ଏବଂ ପାକିସ୍ତାନୀ ବ୍ୟକ୍ତି ଏହି କୋଠା କିଣିବା…