ଉଚ୍ଚା ତକିଆରେ ଶୋଉଛନ୍ତି କି?
ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଚ୍ଚା ତକିଆରେ ଶୋଉଛନ୍ତି କି? ଯଦି ହଁ, ତା'ହେଲେ ଆପଣ ଏ ବିଷୟରେ ଚିନ୍ତା କରିବା ସହ ଏହାର କ୍ଷତି ବିଷୟରେ ଜାଣିବା ଉଚିତ। ପ୍ରକୃତରେ ଯଦି ଆପଣ ନିଜର ତକିଆକୁ ଉପରକୁ ଉଠାଇ ଶୋଇବେ ତେବେ ଏହା ଆପଣଙ୍କ ଶରୀରରେ କ୍ଷତି ପହଞ୍ଚାଇ ପାରେ।
ମୁଖ୍ୟତଃ ଏହା ଆପଣଙ୍କ ହାଡ଼…