ମାଗଣା ରାସନ ଅବଧି ଆଉ ବର୍ଷେ ବଢାଇଲା କେନ୍ଦ୍ର
ନୂଆଦିଲ୍ଲୀ: ଅନ୍ତତଃ ପକ୍ଷେ ଆସନ୍ତା ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ଥିବା ଲୋକଙ୍କୁ ମାଗଣା ରାସନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୮୦ କୋଟିରୁ ଅଧିକ ଲୋକ ଉପକୃତ ହେବେ। କରୋନା ପାଇଁ…