Latest Odisha News

ନବ ଦାସ ହତ୍ୟା ଘଟଣା: କାହିଁକି ଅଭିଯୁକ୍ତ ଗୋପାଳ ଭାଇକୁ ହୋଟେଲ୍ ବନ୍ଦ କରିବାକୁ କହିଥିଲେ?

ବ୍ରହ୍ମପୁୁର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଥିବା ଅଭିଯୁକ୍ତଙ୍କ ବଡ ଭାଇ ଘରକୁ ଫେରିଛନ୍ତି। ୩-୪ ଦିନ ଧରି ତଦନ୍ତକାରୀ ଟିମର ଜେରାର ସାମ୍ନା କରିବା ପରେ ସେ ଘରକୁ ଫେରିଛନ୍ତି। ଏହାପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା…

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ହାଇକୋର୍ଟରେ ପିଆଇଏଲ ଦାଖଲ

କଟକ: ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ କର୍ମୀ ହତ୍ୟା କରିବା ମାମଲାରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ। ସିବିଆଇ ତଦନ୍ତ ଦାବି କରି ପିଆଇଏଲ ଦାଖଲ କରିଛି ଭାରତୀୟ ବିକାଶ ପରିଷଦ । ଦାୟର ହୋଇଥିବା ପିଆଇଏଲରେ କୁହାଯାଇଛି ଯେ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଏହି ମାମଲାରେ ତଦନ୍ତ…

ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବ୍ରୁଆରି ୧୦ ତାରିଖରୁ ଦୁଇ ଦିନିଆ ଗସ୍ତରେ ଭୁବନେଶ୍ୱର ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ଦିଗକୁ ନେଇ ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

ହାତୀ ହତ୍ୟା ଘଟଣାରେ ଅଭିଯୁକ୍ତର ମୃତ୍ୟୁ, ଚାକିରି ମିଳିବା ନେଇ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଆଠଗଡ଼: ରାଜ୍ୟରେ ପ୍ରତିମାଲ ବନ୍ୟଜନ୍ତୁଙ୍କ ମୃତ୍ୟୁ ଖବର ଆସୁଛି। ଅଧିକାଂଶ ହତ୍ୟାର ଶିକାର ହେଉଥିବାର ଅଭିଯୋଗ ରହିଛି। ଯେଉଁଥିରେ ବନ୍ୟ ସୁରକ୍ଷା ଅଧିକାରୀଙ୍କ ସଂପୃକ୍ତିକୁ ଏଡାଇ ଦିଆଯାଇପାରୁନଥିବା ବେଳେ ଆଠଗଡରେ ନିକଟରେ ହୋଇଥିବା ହାତୀ ହତ୍ୟା ଘଟଣାର ଅଭିଯୁକ୍ତକୁ କଟକ ଆଠଗଡ ବଡମ୍ବା…

ସିସୋର ଚିଟଫଣ୍ଡ ଠକେଇ: ବିଜେଡି ନେତା ରବୀନ୍ଦ୍ର ଜେନାଙ୍କୁ ବଡ଼ ଝଟକା

କଟକ: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଚାଲିବ। କୌଣସି ପ୍ରକାରେ ଏହା ରଦ୍ଦ ହୋଇପାରିବ ନାହିଁ। ହାଇକୋର୍ଟ ଆଜି ଏଭଳି ଏକ ରାୟ ଦେବା ପରେ ରବୀନ୍ଦ୍ର ଜେନାଙ୍କ ଅଡୁଆ ବଢିଛି। ଠକେଇ…

ମୁଶରଫଙ୍କ ବିୟୋଗ, ଶଶୀ ଥରୁର କହିଲେ ‘ସେ ଥିଲେ ଶାନ୍ତିର ଦୂତ’; ବର୍ଷିଲେ ବିଜେପି ନେତା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ଜେନେରାଲ ପରଭେଜ ମୁଶରଫଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ମୁଶରଫ ଦୁବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୁଶରଫଙ୍କ ମୃତ୍ୟୁ ପରେ କଂଗ୍ରେସ ନେତା ଶଶି ଥରୁରଙ୍କ ଏକ…

ଘରେ ଘରେ କାଶ, ଜ୍ୱର; ପୂର୍ବବର୍ଷ ତୁଳନାରେ ବଢ଼ିଛି ପୀଡ଼ିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ଭାଇରାଲ ଫିଭର। ଛୋଟ ଛୁଆଠୁ ବୃଦ୍ଧ ଏବେ ଭାଇରାଲ ଫିଭର ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ପ୍ରଥମେ ଥଣ୍ଡା, ଜ୍ୱର, କାଶ, ମୁଣ୍ଡ ବିନ୍ଧା ଏହାପରେ ଗଳା ବଥା ଏବଂ କଥା ହେବାରେ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଛି। ଏହି ସଂଖ୍ୟା ଦିନକୁ ଦିନ ବଢୁଥିବାରୁ…

ଗାଁ ଗାଁରେ ତେଲେଙ୍ଗାନା ମଡେଲ ପହଞ୍ଚିବ, ବହୁ ନେତା ଦଳରେ ଯୋଗେଦେବେ: ବିଆରଏସ

ଭୁବନେଶ୍ୱର: ଓଡିଶାରେ ଭାରତ ରାଷ୍ଟ୍ର ସମିତି ସରକାର ଗଢ଼ିବ। ଏଭଳି ଦାବି କରି ଭାରତ ରାଷ୍ଟ୍ର ସମିତିର ଓଡ଼ିଶା ଶାଖାରେ ଯୋଗ ଦେଇଛନ୍ତି ବୋଲି ଏବେ ଯୋଗ ଦେଇଥିବା ନୂଆ ନେତାମାନେ କହିଛନ୍ତି। ଅପରପକ୍ଷରେ ବିଜେଡି, ବିଜେପି ଓ କଂଗ୍ରସରେ ଅଣଦେଖା ହୋଇ ରହିଥିବା ପୁରୁଖା ନେତା ଖୁବଶୀଘ୍ର…

୨ କିଲୋମିଟର ରେଳ ଟ୍ରାକ ଚୋରି, ଆରପିଏଫର ଦୁଇ ଅଧିକାରୀ ନିଲମ୍ବିତ

ପାଟଣା: ବିହାରରେ ରେଳ ଲାଇନ୍ ଟ୍ରାକ ଚୋରି ମାମଲା ସାମ୍ନାକୁ ଆସିଛି। କିଛି ମାସ ପୂର୍ବରୁ ଚୋରମାନେ ବିହାରର ରୋହତସ ଜିଲ୍ଲାରେ ଥିବା ଏକ ବ୍ରିଜରେ ଲାଗିଥିବା ଯନ୍ତ୍ରାଂଶ ଚୋରି କରି ନେଇଥିଲେ। ଏଥର କିନ୍ତୁ ଚୋରମାନେ ନିଜେ ରେଳ ଟ୍ରାକ୍ ଚୋରି କରିଛନ୍ତି। ଏହି ଟ୍ରାକ ୨ କିଲୋମିଟରର ବୋଲି…

ନବ ଦାସଙ୍କୁ ମାରିବାକୁ ୪ ମାସ ଧରି ସୁଯୋଗ ଖୋଜୁଥିଲେ ଗୋପାଳ!

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ଦ୍ବିତୀୟ ରିମାଣ୍ଡ ଅବଧି ରବିବାରଠୁ ଆରମ୍ଭ ହୋଇଛି। ଝାରସୁଗୁଡାର ଓଏସଏପି ଦ୍ବିତୀୟ ବାଟାଲିଅନ କୋଠାରେ ଗୋପାଳଙ୍କୁ ଜେରା ଚାଲିଛି। ଏହାରି ଭିତରେ କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ଗୋପାଳର ମର୍ଡର ପ୍ଲାନ…