Latest Odisha News

BREAKING NEWS

ଘର ଚଟାଣ ସଫା କରିବାରେ ହେଉଛି ଅସୁବିଧା ? ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘର ନିୟମିତ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ନିୟମିତ ଭାବେ ଚଟାଣ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଅଧିକାଂଶ ମଇଳା ଏଠାରେ ବ୍ୟାପିଥାଏ। ଚଟାଣ ସଫା କରିବା ପାଇଁ ଅନେକ ଲୋକ ଘର ସହାୟିକା ବା ଚାକର/ଚାକରାଣୀ…

ନବୀନଙ୍କୁ ଖୋଜୁଛନ୍ତି ନୀତିଶ!

ନୂଆଦିଲ୍ଲୀ: ନବୀନଙ୍କୁ ଥୋପ୍ ଦେଖାଇଲା ଜେଡିୟୁ। ନିରପେକ୍ଷତା ଛାଡି ଜନତା ପରିବାରରେ ସାମିଲ ହେବାକୁ ବିଜେଡି ସୁପ୍ରିମୋଙ୍କୁ ଆହ୍ୱାନ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘନିଷ୍ଠ ବ୍ୟକ୍ତି ତଥା ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗୀ ଏହି ଅପିଲ୍ କରିଛନ୍ତି। ଯଦି ନବୀନ ସାମିଲ ହେବେ…

୧୩ ଘଣ୍ଟାରୁ ଅଧିକ ସମୟ ହେବ ୪୦୦ ଫୁଟ ଗଭୀର ବୋରୱେଲରେ ଫସି ରହିଛି ୮ ବର୍ଷର ବାଳକ

ଇନ୍ଦୋର: ମଙ୍ଗଳବାର ଖେଳୁଥିବା ବେଳେ ଜଣେ ୮ ବର୍ଷର ବାଳକ ୪୦୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି। ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଏକ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଯାହାକୁ ନେଇ ସାରା ଦେଶର ନଜର ରହିଛି। ଜଣେ ଅଧିକାରୀଙ୍କ କହିବାନୁସାରେ, ଘଟଣାଟି ସଂଧ୍ଯା ପ୍ରାୟ ୫ ଟା ସମୟରେ ମାଣ୍ଡଭି…

ପୁଟିନ ସିଡିରୁ ଖସି ପଡି ଅସୁସ୍ଥ !

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ । ଏକ ରିପୋର୍ଟ ଦାବି ଅନୁଯାୟୀ ସେ ଘରେ ଥିବା ସିଡିରୁ ଖସି ପଡ଼ି ତଳେ ପଡ଼ିଯିବାରୁ ଆହତ ହୋଇଛନ୍ତି । କୁହାଯାଉଛି ଯେ ଏହା ତାଙ୍କ ମେରୁଦଣ୍ଡରେ ଆଘାତ ଦେଇଛି। ସେ ପାଞ୍ଚଟି ପାହାଚ ଉପରକୁ ଯାଇଥିଲେ ଏହାପରେ ଖସି ପଡିଥିଲେ। ସେ ପଛକୁ…

ଆଜି ଦିଲ୍ଲୀ ଯିବେ ନବୀନ, ମୋଦୀଙ୍କ ବୈଠକରେ ହେବେ ସାମିଲ

ଭୁବନେଶ୍ୱର: ଆଜି ସକାଳେ ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକରେ ସେ ସାମିଲ ହେବେ। ଭାରତ ଜି-୨୦ ଅଧ୍ୟକ୍ଷ ପଦ ପାଇବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ…

ବାର୍ଷିକ ୫୫ ଲକ୍ଷ ଟଙ୍କାର ଦରମା ଥିବା ଚାକିରି ପାଇଲେ ଭୁବନେଶ୍ୱର ଆଇଆଇଟିର ଛାତ୍ରୀ

ଭୁବନେଶ୍ୱର: ଆଇଆଇଟି କ୍ୟାମ୍ପସରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ନିଯୁକ୍ତି ଅଭିଯାନରେ ଜଣେ ଛାତ୍ରୀ ୫୫ ଲକ୍ଷ ଟଙ୍କାର ଚାକିରୀ ଅଫର ପାଇଛନ୍ତି। କମ୍ପ୍ୟୁଟର ସାଇନ୍ସର ଇଞ୍ଜିନିୟରିଂର ଛାତ୍ରୀ ସାଇ ଗିରି ନନ୍ଦିନୀ ଉଡଠୁ ଏହି ଚାକିରି ଅଫର ପାଇଛନ୍ତି । ଜଣେ ଛାତ୍ରୀଙ୍କୁ ମିଳିଥିବା ସର୍ବାଧିକ…

ପୁରୀ ମନ୍ଦିର ଭିଡିଓ ଭାଇରାଲ ଘଟଣା, ୟୁଟ୍ୟୁବର ଅନିମେଶଙ୍କ ନାଁରେ ଏତଲା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଆକାଶମାର୍ଗରୁ ଭାଇରାଲ ହୋଇଥିବା ଭିଡିଓ ଘଟଣାରରେ ପୋଲିସ ରୁଜୁ କଲା ମାମଲା । କୋଲକାତାର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କ ବିରୋଧରେ ରବିବାର ଏ ନେଇ ପୁଲିସ ମାମଲା ରୁଜୁ କରିଛି। ମନ୍ଦିର ଉପରେ ଦାବୀ କ୍ୟାମେରା ଲଗାଇ ଏହି ଭିଡିଓ ଫୁଟେଜ ରେକର୍ଡିଂ…

ଏସଟିଏଫର ରେଡ୍, ଜବତ ହେଲା ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର

କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଚଢ଼ାଉ କରି ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ରବିବାର ଏସଟିଏଫର ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏସଟିଏଫର ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ କଟକ ଜିଲ୍ଲା…

ବିଜେପିର ମିଶନ ୨୦୨୪, ବୈଠକ ଡାକିଲେ ଦଳୀୟ ସଭାପତି

ନୂଆଦିଲ୍ଲୀ: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସହିତ ବିଜେପି ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସଭାପତି ଜେପି ନଡ୍ଡା ଦିଲ୍ଲୀରେ ଦୁଇ ଦିନିଆ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ବିଜେପିର ସମସ୍ତ ଜାତୀୟ କାର୍ଯ୍ୟାଳୟର ଅଧିକାରୀମାନେ ଅଂଶଗ୍ରହଣ…

‘ପାକିସ୍ତାନ ଏବେ ଦୁର୍ବଳ ଅଛି, ତେଣୁ ପିଓକେକୁ ନିଜ ଅକ୍ତିଆରକୁ ନେବା ଉଚିତ’

ଡେରାଡୁନ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଫେରାଇ ଆଣିବା ବିଷୟରେ ନିଜର ମତ ରଖିଛନ୍ତି। ମୋଦୀ ସରକାର ପିଓକେକୁ ଅକ୍ତିଆର କରିବା ଦରକାର ବୋଲି ସେ କହିଛନ୍ତି । କଂଗ୍ରେସ ସରକାର ସମୟରେ ସଂସଦରେ ଏ ସମ୍ପର୍କରେ ଏକ…