୧୩ ଘଣ୍ଟାରୁ ଅଧିକ ସମୟ ହେବ ୪୦୦ ଫୁଟ ଗଭୀର ବୋରୱେଲରେ ଫସି ରହିଛି ୮ ବର୍ଷର ବାଳକ
ଇନ୍ଦୋର: ମଙ୍ଗଳବାର ଖେଳୁଥିବା ବେଳେ ଜଣେ ୮ ବର୍ଷର ବାଳକ ୪୦୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି। ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଏକ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଯାହାକୁ ନେଇ ସାରା ଦେଶର ନଜର ରହିଛି।
ଜଣେ ଅଧିକାରୀଙ୍କ କହିବାନୁସାରେ, ଘଟଣାଟି ସଂଧ୍ଯା ପ୍ରାୟ ୫ ଟା ସମୟରେ ମାଣ୍ଡଭି…