ଇଡିର ଜେରା ପରେ ଚନ୍ଦନ କହିଲେ, ଯାହା କହିବା କଥା କହିଦେଇଛି ସାରଙ୍କୁ
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦ୍ୱିତୀୟ ଥର ପାଇଁ ଇଡି ଜେରାର ସାମ୍ନା କରିଛି ଶ୍ରଦ୍ଧାଞ୍ଜଳି । ସେହିପରି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ମଧ୍ୟ ଇଡି ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଇଛି । ଶୁକ୍ରବାର ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା, ଚନ୍ଦନଙ୍କୁ ୯ ଘଣ୍ଟା ଜେରା…