ରାଗିଂ କରିଥିବାର ମିଳିଲା ପ୍ରମାଣ: ୮୨ ସିନିୟର ଗଣିବେ ଜୋରିମାନା
କେନ୍ଦୁଝର: ଜୁନିୟରଙ୍କୁ ରାଗିଂ କରିଥିଲେ । ଏବେ ଜୋରିମାନା ଗଣିବେ। ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂ (ଓଏସଏମଇ) କର୍ତ୍ତୃପକ୍ଷ ରାଗିଂ ମାମଲାରେ ୮୨ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହଜାରେ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କଲେଜ କର୍ତୃପକ୍ଷ ନିର୍ଦ୍ଦେଶ…