ରାଜଧାନୀରେ ତେଜିଲା ଚାଷୀ ପ୍ରସଙ୍ଗ, ବିଜେଡି-ବିଜେପି ମୁହାଁମୁହିଁ
ଭୁବନେଶ୍ୱର: ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ଏହା ପୂର୍ବରୁ ରାଜ୍ୟର ଶାସକ ଦଳ ବିଜେଡି ଏବଂ ବିଜେପି ଚାଷୀ ପ୍ରସଙ୍ଗ ଉଠାଇ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିଆସୁଛନ୍ତି। ଚାଷୀ ସମସ୍ୟାକୁ ନେଇ ବିଧାନସଭା ଅଚଳ ହେବା ପରେ ଉଭୟ ଦଳର ବିଧାୟକମାନେ…