Latest Odisha News

BREAKING NEWS

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏସପିଜି ସୁରକ୍ଷା ଭଳି ଏସଓପି ଚିନ୍ତା କରୁଛନ୍ତି ସରକାର

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପ୍ରହରରେ ଜଣେ ଏଏସ୍ଆଇଙ୍କ ଦ୍ୱାରା ହତ୍ୟା ଘଟଣା କେବଳ ରାଜ୍ୟକୁ ସ୍ତବ୍ଧ କରିଦେଇନାହିଁ, ହାଇପ୍ରୋଫାଇଲ୍ ନେତାଙ୍କ ପାଇଁ ପ୍ରଚଳିତ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନବ ଦାସ ହତ୍ୟାକାଣ୍ଡ ପରେ…

୩୧.୨୭ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏକ ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ କରିଛି। ବଲାଙ୍ଗୀର ଜିଲ୍ଲାରୁ ଏହି ନକଲି ଟଙ୍କା କାରବାର ଧରାପଡିବା ସହିତ ମୋଟ୍ ୩୧.୨୭ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ବଲାଙ୍ଗୀର ପୁଲିସ ସହାୟତାରେ ଏସଟିଏଫ୍ ଟିମ୍ ମଧ୍ୟ…

ସାମ୍ନାକୁ ଆସିଲା ଗୋପାଳ ଦାସଙ୍କ ଛୁଟି ଉପସ୍ଥାପନ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଛୁଟି ମିଳୁନଥିବା ଅଭିଯୋଗ ରହିଛି। ଅଭିଯୁକ୍ତଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ତେଣୁ ମାନସିକ ଭାରସାମ୍ୟ ହରାଇ ଗୋପାଳ ଦାସ ହୁଏତ ଏଭଳି ଏକ ଘଟଣା ଭିଆଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା।…

ଆଇଏଏସ ପରୀକ୍ଷା ପାଇଁ କୋଚିଂ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଆଇଏଏସ କୋଚିଂ ଦେବେ। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏଭଳି ଏକ ଯୋଜନା କରିଛି। ଓଡ଼ିଆଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶାସନିକ ସେବା ବା ୟୁପିଏସ୍‌ସିରେ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଭାଗ ଏଭଳି ଏକ ପଦକ୍ଷେପ ନେଉଛି। ଆଇଏଏସ, ଆଇପିଏସ କିମ୍ବା ଆଇଆରଏସ ହେବାକୁ…

ବାଲି ମାଫିଆଙ୍କ ଆକ୍ରମଣରେ ଉପଜିଲ୍ଲାପାଳ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହାନଙ୍କୁ ଶୁକ୍ରବାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ାଠାରେ ବାଲି ମାଫିଆମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉପଜିଲ୍ଲାପାଳ ଚୌହାନ ଫୁଲାଡ଼ିରୁ ବାଲେଶ୍ୱର ଯାଉଥିବା ବେଳେ ଫୁଲାଡ଼ି ବ୍ରିଜ୍ ଉପରେ ଏକ ବାଲି ବୋଝେଇ ଟ୍ରକ୍…

ଯାତ୍ରୀ ଜଣଙ୍କ ପାଟନାକୁ ଟିକେଟ୍ କାଟିଥିଲେ, କିନ୍ତୁ ଓହ୍ଲାଇଲେ ଉଦୟପୁରରେ

ନୂଆଦିଲ୍ଲୀ: ଖାମଖିଆଲିର ଚରମସୀମାରେ ଇଣ୍ଡିଗୋ ଏୟାରଲାଇନ୍ସ। କର୍ମଚାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଜଣେ ଯାତ୍ରୀଙ୍କୁ ବିହାରର ପାଟନା ପରିବର୍ତ୍ତେ ରାଜସ୍ଥାନର ଉଦୟପୁରରେ ଓହ୍ଲାଇବାକୁ ପଡିଛି। ଯାହାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ତଦନ୍ତ ନିର୍ଦ୍ଦେଶ…

ଏକାସାଙ୍ଗରେ ତାରା ଓ ରବି ଉପସ୍ଥିତ ରହିବା ଅସମ୍ଭବ !

ଓଡ଼ିଶା ସମ୍ବାଦ ବ୍ୟୁରୋ : ସୂର୍ଯ୍ୟ ଓ ତାରା । ଏ ଦୁଇ ଜଣ କେବେ ଏକା ସାଥିରେ ଦେଖାଯାଆନ୍ତି ନାହିଁ। ସୂର୍ଯ୍ୟ ଅସ୍ତ ହେଲେ ଆକାଶରେ ମିଞ୍ଜି ମିଞ୍ଜି ହୋଇ ତାରା ଦେଖାଯାଏ ଆଉ ସକାଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆକାଶରୁ ତାରା ଗାଏବ ହୋଇଯାଇଥାଏ। ବୋଧହୁଏ ଏହାକୁ କେହି ମାନନ୍ତୁ ନ…

ଗୁଳିମାଡ ପରେ ମନ୍ତ୍ରୀ ନବ ଦାସଙ୍କୁ ବୁର୍ଲା ବଦଳରେ ଭୁବନେଶ୍ବର ଅଣାଗଲା କାହିଁକି?

ଭୁବନେଶ୍ୱର: ଗତ ରବିବାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁଳିମାଡର ଶିକାର ହେବା ପରେ ପାଖରେ ଥିବା ବୁର୍ଲା ହସ୍ପିଟାଲ ନନିଆଯାଇ କାହିଁକି ତାଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଗଲା । ବିରୋଧୀ ସମେତ ସୋଶିଆଲ ମିଡିଆରେ ଏହାକୁ ନେଇ ଜବାବ ମଗାଯାଉଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ…

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା; କ୍ରାଇମସ୍ପଟରୁ ମିଳିଲା ଗୁଳି: କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯେଉଁସ୍ଥାନରେ ହତ୍ୟାର ଶିକାର ହୋଇଥିଲେ ସେହି ସ୍ଥାନରୁ ଏକ ଗୁଳି ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଟିମ୍ ପକ୍ଷରୁ ଏହି ସୂଚନା ମିଳିଛି। କ୍ରାଇମସ୍ପଟରେ ସାଇଣ୍ଟିଫିକ୍ ଅଫିସର ଏବଂ ବାଲାଷ୍ଟିକ ଏକ୍ସପୋର୍ଟ ଫାରୋ ଥ୍ରୀ-ଡି କ୍ୟାମେରା ବ୍ୟବହାର କରି…

ଆଗକୁ ନିର୍ବାଚନ: ନବ-କିଶୋରଙ୍କ ବିୟୋଗ ଶାସକ ଦଳ ପାଇଁ ବଡ଼ ଆହ୍ୱାନ

ଝାରସୁଗୁ଼ଡା: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଶାସକ ଦଳ ବିଜେଡି ପାଇଁ ବଡ଼ ଝଟକା। ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ଝାରସୁଗୁଡାରେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇଯାଇଥିଲା। ହେଲେ ଏବେ ଝାରସୁଗୁଡାରେ ବର୍ଷକ ଭିତରେ ଦୁଇ ପ୍ରମୁଖ ନେତା କିଶୋର…