ଆଇଏଏସ ପରୀକ୍ଷା ପାଇଁ କୋଚିଂ ଦେବେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଆଇଏଏସ କୋଚିଂ ଦେବେ। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏଭଳି ଏକ ଯୋଜନା କରିଛି। ଓଡ଼ିଆଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶାସନିକ ସେବା ବା ୟୁପିଏସ୍ସିରେ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଭାଗ ଏଭଳି ଏକ ପଦକ୍ଷେପ ନେଉଛି। ଆଇଏଏସ, ଆଇପିଏସ କିମ୍ବା ଆଇଆରଏସ ହେବାକୁ…