ଇଡି ହାତରେ ଅର୍ଚ୍ଚନାଙ୍କ କାର, ଏବେ ସାମ୍ନାକୁ ଆସିବ କିଏ ଦେଇଥିଲେ ଗାଡି କିଣିବାକୁ ପଇସା?
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ନିଜ ହାତକୁ ନେବା ପରେ ପ୍ରାଥମିକ ଭାବେ ତିନୋଟି ଦିଗକୁ ଗୁରୁତ୍ୱ ଦେଇଥିଲେ ଇଡି ଅଧିକାରୀ। ପ୍ରଥମେ ଶ୍ରଦ୍ଧାଞ୍ଜଳି, ଦ୍ବିତୀୟରେ ଖଗେଶ୍ବର ଏବଂ ତୃତୀୟରେ ନିଖୋଜ ଥିବା ଅର୍ଚ୍ଚନାଙ୍କ ଧଳା ରଙ୍ଗର ଫୋର୍ଡ ଏଣ୍ଡେଭର କାର। ୧୫ ଦିନ ମଧ୍ୟରେ…