‘ଚାଷୀଙ୍କ ପ୍ରତି ପୋଷ୍ୟ ପୁତ୍ର ଆଚରଣ ବନ୍ଦ କରନ୍ତୁ ରାଜ୍ୟ ସରକାର’
ଭୁବନେଶ୍ୱର: ଚତୁର୍ଥ ଦିନରେ ବିଧାନସଭା ସାମ୍ନାରେ ବିଜେପିର ସତ୍ୟାଗ୍ରହ। ମିଥ୍ୟା ପ୍ରତିଶ୍ରୁତି ପେଡି ଖୋଲିବା ଓ ନିଜର କୁକର୍ମର ଗାରିମା ଲୁଚାଇବା ବନ୍ଦ କରୁ ବିଜେଡି କହିଲେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର।
ସେ କହିଛନ୍ତି, ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶାସନ କ୍ଷମତାରେ…