Latest Odisha News

BREAKING NEWS

କଲେଜରେ ନିର୍ବାଚନ ବାତିଲ ନେଇ ବର୍ଷିଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ରହିଛି। ଏହାକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏପରି କହି ସେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏହାଦ୍ବାରା ରାଜ୍ୟରେ ଆଗାମୀ ଦିନରେ…

ଖାଇକୁ ଖସିପଡ଼ିଲା କାର, ୧୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଶୁକ୍ରବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟାଟା ସୁମୋ କାର ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡିବାରୁ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ କାରଟି  ୬୦୦ ମିଟର ଗଭୀର ଘାଟିରେ ଖସିପଡିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଗାଡି ନମ୍ବର…

ଧରାପଡିଲା ଛିନତାଇ ଗ୍ୟାଙ୍ଗର କିଙ୍ଗପିନ୍, ପାରୋଲରେ ଆସି ଥିଲା ଫେରାର

ଭୁବନେଶ୍ୱର: ରାଜଧାନୀରେ ଛିନତାଇ କରି ଆତଙ୍କ ଖେଳାଇଥିବା ଶିବା, ମୁନା ଏବଂ  ସୈରବ ମୁଲା ଗିରଫ। କମିଶନରେଟ ପୋଲିସ ନଜରରେ ଥିବା ଏହି ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ରାଜଧାନୀରେ ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ଲୁଟପାଟ କରୁଥିଲା। ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଏହି ଅପରାଧୀକୁ ଗିରଫ…

ଘରେ ପୋଷା କୁକୁର ରଖିବା ନେଇ ଖୁବଶୀଘ୍ର ବିଏମସି ଆଣିବ ଗାଇଡଲାଇନ୍

ଭୁବନେଶ୍ୱର: ନିକଟରେ ରାଜଧାନୀ ଉପକଣ୍ଠରେ ଥିବା ତପସ୍ୱିନୀ କଲୋନୀରେ କୁକୁର ରଖିବାକୁ ନେଇ ବିବାଦ ଦେଖାଦେଇଛି। ଏକ ଆମେରିକା ପ୍ରଜାତିର ପୋଷା କୁକୁର ଜଣେ ସ୍କୁଲ ଛାତ୍ରଙ୍କୁ କାମୁଡି ଲହୁଲୁହାଣ କରିବା ପରେ ଏହାକୁ ନେଇ କଲୋନୀରେ ବିବାଦ ଦେଖାଦେଇଛି। ମାମଲା ଥାନାରେ ଯାଇ ପହଞ୍ଚିଛି। ଏହାକୁ…

ଶ୍ରଦ୍ଧା ଓ୍ୱାକର ହତ୍ୟାକାରୀ ପୁଲିସକୁ ଭୁଲ୍ ସୂଚନା ଦେଉଛି !

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଆଫତାବ ଶ୍ରଦ୍ଧାଙ୍କ ଶରୀରକୁ ୩୫ ନୁହେଁ ବରଂ ୧୮ ରୁ ୨୦ ଖଣ୍ଡରେ କାଟି ଦେଇଥିଲେ। ଆଫତାବଙ୍କ ମାନସିକ ସ୍ଥିତି ପଢିବା ପାଇଁ ଦିଲ୍ଲୀ ପୋଲିସ ମାନସିକ ରୋଗ ବିଶେଷଜ୍ଞ ତଥା ମନ…

ଇୟରଫୋନରେ ଗୀତ ଶୁଣିବା ମଣିଷକୁ କାଲ କରି ଦେଇପାରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୋବାଇଲରେ କଥା ହେବା ପାଇଁ କିମ୍ବା ଗୀତ ଶୁଣିବାକୁ ଏବେ ଇୟରଫୋନର ଚାହିଦା ବଢିବାରେ ଲାଗିଛି। ମୋବାଇଲ ପକେଟରେ ରହିଲେ ମଧ୍ୟ ଅନେକ କିଛି ଏହି ଇୟରଫୋନ୍ ଜରିଆରେ ନିଜର କାମ କରି ହେବ। ଆଉ ଏହି ଇୟରଫୋନ୍ ଏବେ ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ ପାଲଟିଛି। ଏମିତିକି…

ସଚିନ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷଙ୍କ ଭିଡିଓକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ରାଜସ୍ଥାନର ବଦଳିବେ ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀ ହେବେ ସଚିନ ପାଇଲଟ। କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା କରିଛନ୍ତି। 'ଭାରତ ଟାଇମ୍ସ' ନାମକ ଏକ ଫେସବୁକ ପେଜରେ ଏକ ଭିଜିଓ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଖଡଗେ ଏଭଳି କିଛି କହିଥିବା ସୂଚନା…

ଶିବସେନାରେ ବିଦ୍ରୋହ କରି ଏମଭିଏ ସରକାର ଭାଙ୍ଗି ପ୍ରତିଶୋଧ ନେଇଛି: ଫଡ଼ନାଭିସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକ ବଡ ବୟାନ ଦେଇଛନ୍ତି। ମହାରାଷ୍ଟ୍ରର ସାମା ଟିଭିକୁ ସାକ୍ଷାତକାର ଦେଇ ସ୍ବୀକାର କରିଛନ୍ତି ଯେ, ଜୁନ ମାସରେ ଶିବସେନାରେ ଯେଉଁ ବିଦ୍ରୋହ ଦେଖାଦେଇଥିଲା ତାପଛରେ ସେ ହିଁ ଥିଲେ। ଏପରି କରି ସେ ପ୍ରତିଶୋଧ…

ପଦ୍ମପୁର ଉପନିର୍ବାଚନ ପାଇଁ ୧୩ ଜଣ ଦାଖଲ କଲେ ପ୍ରାର୍ଥୀପତ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ଆଉ କିଛି ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ହାଇଭୋଲଟେଜ ମୁକାବିଲା ପାଇଁ ମୋଟ୍ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।…

୧୦୮କୁ ୧୦ ମାସରେ ୫ ଲକ୍ଷ ଫେକ୍ କଲ୍, ପ୍ରକୃତ ବ୍ୟକ୍ତି ପାଇ ପାରୁନାହାନ୍ତି ସେବା

ଭୁବନେଶ୍ୱର: ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୧୦୮ ହେଉଛି ଏକ ମାଗଣା ଟେଲିଫୋନ୍ ନମ୍ବର। ବର୍ତ୍ତମାନ ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୮ ସେବା କାମ କରୁଛି। ହେଲେ ଏହି ଜରୁରୀକାଳୀନ ସେବା ପ୍ରଦାନ କରିବାରେ ଏବେ ଅନେକ ସମସ୍ୟା ଉପୁଜିଛି। ଏକ ରିପୋର୍ଟ…