Latest Odisha News

BREAKING NEWS

ପଦ୍ମପୁରରେ ଆଦିବାସୀ ଭୋଟ୍ କିଏ ହାତେଇବ, ମୁହାଁମୁହିଁ ହେଲେ କେନ୍ଦ୍ରମନ୍ତ୍ରୀ ଓ ବିଜେଡି ସାଂସଦ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ କିଏ ହାତେଇବ ଆଦିବାସୀ ଭୋଟ୍। ମୋଟ୍ ଭୋଟରଙ୍କ ମଧ୍ୟରୁ ଏକ ତୃତୀୟାଂଶ ଆଦିବାସୀ ଭୋଟ୍ ରହିଥିବାରୁ ଏହା ଉପରେ ବିଜେଡି ଓ ବିଜେପିର ନଜର ରହିଛି।ଏହି ସମୟରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ କହିଛନ୍ତି, ଆଦିବାସୀ ଭୋଟ ବିଜେପିକୁ ଯିବ, ନିଶ୍ଚିତ ଭାବରେ…

ରାଜ୍ୟରେ ସିବିଆଇ ଓ ଇଡି ଆକ୍ଟିଭ ବେଳେ କେନ୍ଦ୍ରମନ୍ତ୍ରୀ କହିଲେ ଅପେକ୍ଷା କର ୨୦୨୩ ଯାଏ

ଭୁବନେଶ୍ବର: ରାଜ୍ୟରେ ପଦ୍ମପୁର ପାଇଁ ଉପନିର୍ବାଚନ ତାତି ରହିଥିବା ବେଳେ ଶାସକ-ବିରୋଧୀ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏହି ସମୟରେ ଦୁଇଟି ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସବିଆଇ ଓ ଇଡି ଖୋଳତାଡ କରିବା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଠିକ୍ ଏହି ସମୟରେ…

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରୁ ପ୍ରଫେସର କିଶୋର ବସାଙ୍କ ଇସ୍ତଫା

ବାରିପଦା: ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରୁ ଇସ୍ତଫା ଦେଇଛନ୍ତି ପ୍ରଫେସର କିଶୋର କୁମାର ବାସା। ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତ କରିଛନ୍ତି। ଏହାପରେ ସେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତ ୧୦…

ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ: ହୁଗୁଳା ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ, ଥାନାରେ ମାମଲା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଗର୍ଭଗୃହର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଆକାଶ ଚୌଧୁରୀ ନାମକ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଛନ୍ତି। ଆକାଶ ଜଣେ ୟୁ-ଟ୍ୟୁବର ଓ ଇସ୍କନ ଭକ୍ତ ବୋଲି ଜଣାପଡ଼ିଛି। ଶନିବାର…

ଏଣିକି ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବନି ଜୋରିମାନା

ଭୁବନେଶ୍ୱର: କୋଭିଡ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଉଥିବାରୁ ଓଡ଼ିଶା ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ରହିଥିବା ସମସ୍ତ କଟକଣାକୁ ଶନିବାର ପ୍ରତ୍ୟାହାର କରିନେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଏଭଳି ଘୋଷଣା କରାଯାଇଛି। ରାଜ୍ୟପାଳଙ୍କ…

ଅର୍ଚ୍ଚନା ନାଗ ମାମଲା: କୁଆଡେ ଗଲେ ଶ୍ରଦ୍ଧାଞ୍ଜଳି, ଲୁଚିଛନ୍ତି ନା ଲୁଚାଯାଇଛି?

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫୋର୍ଡ ଏଣ୍ଡେଭର କାର ରାତି ଅଧରେ ଯେଉଁଭଳି ଭାବେ ରାତି ଅଧରେ ମିଳିଲା ତାହା ଏବେ ତଦନ୍ତ ପ୍ରକ୍ରିୟାକୁ ଆଉ ଟିକିଏ ଜଟିଳ କରି ଦେଇଛି। ଘଟଣାର କ୍ରମାନ୍ବୟକୁ ଯଦି ଦେଖାଯିବ ତାହାଲେ ଲାଗୁଛି ଅର୍ଚ୍ଚନାଙ୍କ କ୍ରାଇମ ପାର୍ଟନର ଏବେ ପ୍ରମାଣ ନଷ୍ଟ…

ଚିଟଫଣ୍ଡ ମାମଲା: ପୁଣିଥରେ ସକ୍ରିୟ ସିବିଆଇ, ୬ ବିଧାୟକଙ୍କ ନାଁ ଚର୍ଚ୍ଚାରେ

ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ଫାଇଲ୍ କ୍ଲୋଜ କରିନାହିଁ। ଯେଉଁଠି ତଦନ୍ତ କରି ଚୁପ୍ ବସିପଡିଥିଲା ସେହିଠୁ ପୁଣିଥରେ ସିବିଆଇ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି। ନିକଟରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଉଭୟ ରାଜ୍ୟ ସରକାର ଏବଂ ତଦନ୍ତକାରୀ ସଂସ୍ଥାକୁ ଷ୍ଟାଟସ…

ବ୍ରହ୍ମପୁରରୁ ଆସିଲା ଆଉ ଏକ ରାଗିଂ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରାଗିଂ ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଚାଲିଥିବା ବେଳେ ଜିଲ୍ଲାର ଅନ୍ୟତମ କଲେଜ ତଥା ଖଲ୍ଲିକୋଟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରୁ ଆସିଛି ପୁଣି ଏକ ରାଗିଂ ଅଭିଯୋଗ। ଛାତ୍ରୀ ଜଣଙ୍କ ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ…

ଇଡି ହାତରେ ଅର୍ଚ୍ଚନାଙ୍କ କାର, ଏବେ ସାମ୍ନାକୁ ଆସିବ କିଏ ଦେଇଥିଲେ ଗାଡି କିଣିବାକୁ ପଇସା?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ନିଜ ହାତକୁ ନେବା ପରେ ପ୍ରାଥମିକ ଭାବେ ତିନୋଟି ଦିଗକୁ ଗୁରୁତ୍ୱ ଦେଇଥିଲେ  ଇଡି ଅଧିକାରୀ। ପ୍ରଥମେ ଶ୍ରଦ୍ଧାଞ୍ଜଳି, ଦ୍ବିତୀୟରେ ଖଗେଶ୍ବର ଏବଂ ତୃତୀୟରେ ନିଖୋଜ ଥିବା ଅର୍ଚ୍ଚନାଙ୍କ ଧଳା ରଙ୍ଗର ଫୋର୍ଡ ଏଣ୍ଡେଭର କାର। ୧୫ ଦିନ ମଧ୍ୟରେ…

ମିଳିଲା ଅର୍ଚ୍ଚନା ନାଗଙ୍କ ଫୋର୍ଡ ଏଣ୍ଡେଭର କାର

ଭୁବନେଶ୍ବର: ମିଳିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫୋର୍ଡ ଏଣ୍ଡେଭର କାର (OD 02BP 2324। ଭୁବନେଶ୍ବର ଉପକଣ୍ଠ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଏହି କାରଟି ଜବତ ହୋଇଛି। ପରିତ୍ୟକ୍ତ ଅବସ୍ଥାରେ ଏହି ଧଳା ରଙ୍ଗର କାରଟି ରାସ୍ତା କଡରେ ଛିଡା ହୋଇଥିଲା। କିନ୍ତୁ କାରର ନମ୍ବର ପ୍ଲେଟ କାଢି…