ଘରେ ପୋଷା କୁକୁର ରଖିବା ନେଇ ଖୁବଶୀଘ୍ର ବିଏମସି ଆଣିବ ଗାଇଡଲାଇନ୍
ଭୁବନେଶ୍ୱର: ନିକଟରେ ରାଜଧାନୀ ଉପକଣ୍ଠରେ ଥିବା ତପସ୍ୱିନୀ କଲୋନୀରେ କୁକୁର ରଖିବାକୁ ନେଇ ବିବାଦ ଦେଖାଦେଇଛି। ଏକ ଆମେରିକା ପ୍ରଜାତିର ପୋଷା କୁକୁର ଜଣେ ସ୍କୁଲ ଛାତ୍ରଙ୍କୁ କାମୁଡି ଲହୁଲୁହାଣ କରିବା ପରେ ଏହାକୁ ନେଇ କଲୋନୀରେ ବିବାଦ ଦେଖାଦେଇଛି। ମାମଲା ଥାନାରେ ଯାଇ ପହଞ୍ଚିଛି।
ଏହାକୁ…