ମୋତେ ରାସ୍ତାରୁ ହଟାଇବାକୁ ଭଡ଼ାରେ ଗୁଣ୍ଡା ଅଣାଯାଉଛି: ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର: ବିଜେଡିରୁ ବହିଷ୍କୃତ ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବୁଧବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ତାଙ୍କୁ ନିପାତ କରିବା ପାଇଁ ଅପରାଧୀମାନଙ୍କୁ ଭଡ଼ାରେ ଅଣାଯାଉଛି।
ଗୋପାଳପୁର ବିଧାୟକ କହିଛନ୍ତି, ତାଙ୍କୁ ମିଳିଥିବା ସୂଚନା…