ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୯)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ବୀରା ହାତକୁ ମଗ୍ଟେ ଚା' ବଢ଼େଇ ଦେଇ ସମୀରା କହିଲା, “ଏଇ ନେ ।” ଖୁସି ହୋଇଯାଇ ବୀରା ଧନ୍ୟବାଦ କହି ତା\' ମନପସନ୍ଦର ଚା’କୁ ଉପଭୋଗ କରୁଥିବା ବେଳେ, ସମୀରା ପଚାରିଲା, “ସିଡ଼୍ ଆଉ ରୋହାନ୍ଙ୍କୁ ଫୋନ୍ କରି…