ସ୍ୱଳ୍ପ ଗଳ୍ପ : କାୱାଗୋଇଙ୍କ ଘଣ୍ଟା
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୦
ଘଣ୍ଟାଟି ବନ୍ଦ ହୋଇ ଗଲା। ଚିରଦିନ। ବନ୍ଦ ହେଲା ବେଳକୁ ସମୟ ଯାହା ସବୁଦିନ ପାଇଁ ସ୍ଥିର ହୋଇ ରହିଯାଇଛି ସେଥିରେ,ତାହା ସକାଳ ୮ ଟା ବାଜି ୧୫ ମିନିଟ୍ । ସେଦିନର ତାରିଖ ଅଗଷ୍ଟ ମାସର ୬ , ମସିହା ୧୯୪୫ । ଏହା ସହିତ ସେହି ବନ୍ଦ…