Latest Odisha News

ସ୍ୱଳ୍ପ ଗଳ୍ପ : ନୀଳନଦୀର ରାଣୀ ହାତଶେପସୁତ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୩ ଇଜିପ୍ଟ ହେଉଛି ନୀଳନଦୀର ଦେଶ : ଆଉ ସେଇ ନୀଳନଦୀ ଦେଶର ଜଣେ ଚର୍ଚ୍ଚିତ କ୍ଷମତାଧାରିଣୀ ରାଣୀ ହେଉଛନ୍ତି ହାତଶେପସୁତ । ଏହା ହେଉଛି ଏମିତି ଗୋଟିଏ ସମୟ , ସଭ୍ୟତାର ଆଦ୍ୟକାଳ । ଆଉ ଠିକ୍ ସେତିକିବେଳର ସବୁଠୁ…

ସ୍ୱଳ୍ପ ଗଳ୍ପ : ଫେରାଗଷ୍ଟୋ ଅର୍ଥାତ୍ ଅଗଷ୍ଟ ପନ୍ଦର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୨ ଇଟାଲୀୟ ଭାଷାରେ ଫେରାଗଷ୍ଟୋ ଗୋଟିଏ ଜନପ୍ରିୟ ଶବ୍ଦ ଆଉ ଏହାର ଅର୍ଥ ହେଉଛି ଅଗଷ୍ଟ ପନ୍ଦର। ଏଇ ଦିନଟି ଇଟାଲୀର ଗୋଟିଏ ଛୁଟିଦିନ। ଏମିତିରେ ଦେଖିଲେ ଫେରାଗଷ୍ଟୋ ହେଉଛି ଇଟାଲୀର ଗୋଟିଏ ବଡ ତଥା ପ୍ରାଚୀନ କାଳରୁ…

ସ୍ୱଳ୍ପ ଗଳ୍ପ : ନିପର : ଏକ ଚିତ୍ର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୧ ନିପର ହେଉଛି ଏମିତି ଗୋଟିଏ ମିଶ୍ରିତ ଟେରିଅର୍ ପ୍ରଜାତିର ଶ୍ୱାନ ଯାହାର ଖ୍ୟାତି ବିଶ୍ୱରେ କହିବାକୁ ଗଲେ ନିହାତି କିମ୍ବଦନ୍ତୀ ପର୍ଯ୍ୟାୟର । ଆଉ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେ ଯେତେବେଳକୁ ବିଶ୍ୱରେ ସମସ୍ତଙ୍କର…

ସ୍ୱଳ୍ପ ଗଳ୍ପ : କାୱାଗୋଇଙ୍କ ଘଣ୍ଟା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୦ ଘଣ୍ଟାଟି ବନ୍ଦ ହୋଇ ଗଲା। ଚିରଦିନ। ବନ୍ଦ ହେଲା ବେଳକୁ ସମୟ ଯାହା ସବୁଦିନ ପାଇଁ ସ୍ଥିର ହୋଇ ରହିଯାଇଛି ସେଥିରେ,ତାହା ସକାଳ ୮ ଟା ବାଜି ୧୫ ମିନିଟ୍ । ସେଦିନର ତାରିଖ ଅଗଷ୍ଟ ମାସର ୬ , ମସିହା ୧୯୪୫ । ଏହା ସହିତ ସେହି ବନ୍ଦ…

ସ୍ୱଳ୍ପ ଗଳ୍ପ : ଗ୍ଲାଡିଏଟରର ସ୍ତ୍ରୀଲିଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୯  ଗ୍ଲାଡିଏଟର କହିଲେ ସାଧାରଣତଃ ପୁରୁଷ ବୀରମାନଙ୍କୁ ବୁଝାଏ ଯେଉଁମାନେ ରୋମାନ ସାମ୍ରାଜ୍ୟର ଆଦ୍ୟକାଳରେ ସମ୍ରାଟ ତଥା ସର୍ବସାଧାରଣଙ୍କ ସମ୍ମୁଖରେ ହିଂସ୍ର ଜନ୍ତୁ ତଥା ମୃତ୍ୟୁଦଣ୍ଡାଦେଶପ୍ରାପ୍ତ ହୋଇଥିବା ଅପରାଧିଙ୍କ ସହିତ…

ସ୍ୱଳ୍ପ ଗଳ୍ପ : ଦୀର୍ଘଜୀବୀର ଉପତ୍ୟକା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୮ ଲୋକେ ବିଶ୍ୱାସ କରନ୍ତି, ଇକ୍ୱେଡରର ଆଣ୍ଡେସରେ ଥିବା ଭିଲକାବାମ୍ବା ବୋଲି ଗୋଟିଏ ସହରରେ ରହିଛି ସେହି ଚର୍ଚ୍ଚିତ ଦୀର୍ଘଜୀବୀର ଉପତ୍ୟକା। ସ୍ଥାନୀୟ ଭାଷା ଅନୁସାରେ ଭିଲକାବାମ୍ବାର ଆକ୍ଷରିକ ଅର୍ଥ ହେଉଛି, ଏମିତି…

ସ୍ୱଳ୍ପ ଗଳ୍ପ : ଏମିତି ଏକ ଯୁଦ୍ଧ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୭  ଏହି ଯୁଦ୍ଧ ଟି ସମ୍ପର୍କରେ ତେଣୁ କେବଳ ଗୋଟିଏ ବାକ୍ୟ କହିଲେ ଯଥେଷ୍ଟ ହେବ । ଏହି ଯୁଦ୍ଧଟି ପୃଥିବୀରେ ସ୍ୱାଭାବିକ ଭାବରେ ସଞ୍ଚାଳିତ ହୋଇଥିବା ସବୁଠାରୁ ଅସ୍ୱାଭାବିକ ଯୁଦ୍ଧ । ୧୯୩୨ ମସିହା ନଭେମ୍ବର ମାସ ର ୨…

ସ୍ୱଳ୍ପ ଗଳ୍ପ : ଜଣେ ଲେଖକର ଇଚ୍ଛାପତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୬ ଜଣେ ଇଂରେଜୀ ଔପନ୍ୟାସ ହିସାବରେ ସେ ଖୁବ୍ ଚର୍ଚ୍ଚିତ । ବିଶେଷତଃ ତାଙ୍କର ରଚିତ କିଶୋର ଉପନ୍ୟାସଗୁଡିକର ବିଶ୍ୱବ୍ୟାପୀ ଚାହିଦା ଆଜି ବି ରହିଛି । ସେ ହେଉଛନ୍ତି "ଟ୍ରେଜର୍ ଆଇଲାଣ୍ଡ","ଡକ୍ଟର ଜେକିଲ୍ ଆଣ୍ଡ ମିଃ…

ସ୍ୱଳ୍ପ ଗଳ୍ପ : ୱେଡିଙ୍ଗ୍ କେକ୍ ପ୍ରତୀକ ଓ ସ୍ୱାଦ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୫  ପ୍ରଥମରୁ କହିବାକୁ ଚାହିଁବି ୱେଡିଙ୍ଗ କେକ୍ ବିବାହ ଭଳି ଏକ ଉତ୍ସବମୁଖର ସମୟର ଏକ ଆନୁଷ୍ଠାନିକ ଉପଜ ସତ, ମାତ୍ର ସାମୁହିକ ଭାବରେ ନିଜର ଯୋଗଦାନ ତଥା ବିବାହ ଭଳି ଏକ ପବିତ୍ର ଉତ୍ସବରେ ନିଜର ଭାଗିଦାରୀକୁ…

ଦୁଇଟି ଚରିତ୍ର ଓ ଜଣେ ଚର୍ଚ୍ଚିତ ସେନାନାୟକ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୪ ଦୁଇଟି ଚରିତ୍ରରୁ ଜଣକର ନାଆଁ ନାହିଁ ଅର୍ଥାତ୍ ସେ ଅନାମ ଆଉ ଆର ଜଣକର ନାଆଁ ହେଉଛି ଫର୍ଚୁନ୍। ଏମିତିରେ ଦେଖିଲେ ଫର୍ଚୁନ ହେଉଛି ଗୋଟିଏ  ଚରିତ୍ର। ଚରିତ୍ର ହିସାବରେ ସେ ସାଧାରଣ କି ଅସାଧାରଣ ଚରିତ୍ର ତାହା ଉପରେ ପ୍ରଥମରୁ…