Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଫୁଟବଲ୍ କାହାଣୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୪ ଆଦ୍ୟକାଳଟି ଯାହା ଥିଲା ଏତେକାଳ ପରେ ସେ ବିଷୟକୁ ପଢିଲେ ଆମକୁ ତାହା ନିଶ୍ଚୟ ଭାରି ଅଦ୍ଭୁତ ଲାଗିବ । ଆମର ସ୍ମୃତିରେ ଏଇଠି ଫୁଟବଲ୍ କହିଲେ ଫୁଟବଲର ଧାରାବିବରଣୀର କଥା ମନେ ପଡେ ଆଉ ମନେପଡନ୍ତି ଆକାଶବାଣୀ କଟକର ଦୁଇ…

ସ୍ୱଳ୍ପ ଗଳ୍ପ : ସେଲଫି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୩ ଆତ୍ମପ୍ରେମର ପ୍ରତିଫଳନ କଥା "ସେଲଫି" ର ଗୋଟିଏ ସରଳ ସଂଜ୍ଞାରୁ କଥାଟି ଆରମ୍ଭ ହେଉ । ନିଜର ଯେଉଁ ଛବି ଆମେ ନିଜେ ହିଁ ଉତ୍ତୋଳନ କରିଥାଉ ତାହାକୁ "ସେଲଫି" ବୋଲି କୁହାଯାଏ । ସେ ଦୃଷ୍ଟିରୁ ଦେଖିଲେ ସାଧାରଣତଃ ସେଲଫି…

ସ୍ୱଳ୍ପ ଗଳ୍ପ : ପ୍ରଳୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୨ ପ୍ରଳୟର କଥା କାହିଁକି ? ଆମେ ଯେତେବେଳେ କୌଣସି ପ୍ରଳୟର ଚିତ୍ର ଦେଖୁ ସେତେବେଳେ ପ୍ରଳୟ ସହିତ ସେହି ସମୟରେ ଆମର ପ୍ରଳୟ ଭିତରକୁ ଯାତ୍ରା କରୁଥିବା ଭଳି ଚିତ୍ର ବି ସମାନ ଭାବରେ ରହିଥାଏ । ଖାଲି ପ୍ରଳୟର ଭିତରକୁ ଯାତ୍ରା…

ସ୍ୱଳ୍ପ ଗଳ୍ପ : ଆଦ୍ୟ ନଭେମ୍ବର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୧ ସନ ଆଉ ତାରିଖ,ଏଇ ଦୁଇଟି ଇତିହାସର ମୌଳିକ ଅଙ୍ଗ। ସନ ଆଉ ତାରିଖ ଆମକୁ ଗୋଟିଏ ଘଟଣାର କଥା କହିଥାଏ, ଯେଉଁ ଘଟଣା ଗୋଟିଏ ବ୍ୟାପକ ଭୌଗଳିକ ଅଞ୍ଚଳକୁ ବହୁଳ ଭାବରେ ପ୍ରଭାବିତ କରିପାରିଥିବା ଭଳି ସାମର୍ଥ୍ୟ ରଖିଥାଏ ଏବଂ ତାହାର…

ସ୍ୱଳ୍ପ ଗଳ୍ପ : ଏମିତି ବି ଏକ ଯନ୍ତ୍ର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୦ ଗୋଟିଏ ବିଶେଷ ଯନ୍ତ୍ରକୁ କେନ୍ଦ୍ରକରି ଆଜିର କଥା । ଭାରି ଅଦ୍ଭୁତ ଲାଗିବ ଯେତେବେଳେ ଆମକୁ କୁହାଯିବ ଯେ,ଏଇ ଯନ୍ତ୍ରଟି ଅସଲରେ ସୁଖ ପ୍ରସବ ପାଇଁ ଉଦ୍ଭାବନ କରାଯାଇଥିଲା। ସୁଖ ପ୍ରସବ ମାନେ ଏହା କୌଣସି ମାନବେତର…

ସ୍ୱଳ୍ପ ଗଳ୍ପ : ରାଜାଙ୍କର ଜିଭ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୯ ଜଣେ ରାଜାଙ୍କର କେବଳ ଗୋଟିଏ ଦିନକୁ ନେଇ ଏଇ କାହାଣୀ। ରାଜା ଜଣକ ଚୀନ ଦେଶର। ତାଙ୍କର ନାଆଁ ହେଉଛି ୱାଙ୍ଗ୍ ମାଙ୍ଗ୍ । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ଆଦ୍ୟ ଚତୁର୍ଭାଗ ର କଥା ଇଏ। ନିର୍ଦ୍ଦିଷ୍ଟ ଭାବରେ କହିଲେ ସେଦିନ…

ସ୍ୱଳ୍ପ ଗଳ୍ପ : ନାଆଁଟି ସ୍ୱାଦଯୁକ୍ତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୮ ସେ ଜଣେ ବିଦ୍ୱାନ। ଧର୍ମ ଶାସ୍ତ୍ର ସମ୍ପର୍କିତ ତାଙ୍କର ଜ୍ଞାନ ପ୍ରାଞ୍ଜଳ ଏବଂ ସ୍ପଷ୍ଟ ଆଉ ତାହା ସହିତ ତାଙ୍କର ପ୍ରତ୍ୟୁତ୍ପନ୍ନମତିତା ସେ ସମୟର ପ୍ରସିଦ୍ଧ ମୁଗଲ ସମ୍ରାଟ ଆକବରଙ୍କୁ ସବୁ ସମୟରେ ମୁଗ୍ଧ କରି ରଖିବା ଭଳି କଥାର…

ସ୍ୱଳ୍ପ ଗଳ୍ପ : ମାଆର ରୂପ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୭ ମାଆ ସବୁବେଳେ ସୁନ୍ଦରୀ । ଚର୍ଚ୍ଚା କରି ବସିଲେ ହୁଏତ ତାହାର ସୁନ୍ଦରପଣ ଟିକିଏ ଊଣା ପଡିଯିବ ସେଇଭଳି ଭୟଟିଏ ତ ଆରମ୍ଭରୁ ରହିଛି । କାରଣ ଆମେ ଜାଣିଛୁ ଯେ କୌଣସି ଚର୍ଚ୍ଚା ଆରମ୍ଭ କରାଯିବାର ଅର୍ଥ ହେଉଛି ଏକ…

ସ୍ୱଳ୍ପ ଗଳ୍ପ : ଜଣେ ମୂକ କିଶୋରୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୫ ଜଣେ ରାଜା ଥିଲେ। ବେଲଜିଅମ ଦେଶରେ । ବେଲଜିଅମରେ ବ୍ରସେଲସ୍ ବୋଲି ଗୋଟିଏ ସହର ଅଛି ,ସେଇଟି ଥିଲା ତାଙ୍କର ରାଜଧାନୀ। ରାଜାଙ୍କର ନାଆଁ ? ସତ କହିବ । ଇଙ୍ଗିତ ନୁହଁ। ରାଜା ଉଇଲିଅମ ପ୍ରଥମ। ରାଜାଙ୍କର ଜନ୍ମଦିନ…

ସ୍ୱଳ୍ପ ଗଳ୍ପ : ମାଇକ୍ , ଏକ ମସ୍ତକହୀନର ବୃତ୍ତାନ୍ତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୪ ନିହାତି ପରିତାପର କଥା ,ଜଣେ ଯେତେବେଳେ ଆଉ କିଛି ନପାଇ ଇତିହାସରୁ ଗୋଟିଏ କୁକୁଡା ବାହାର କରି ଆଣିବ ଆଉ କହିବ,ବନ୍ଧୁଗଣ ଦେଖନ୍ତୁ,ଏଇ କୁକୁଡାକୁ ଦେଖନ୍ତୁ ଆଉ ତାହାପରେ ସେ  ସେହି କୁକୁଡା ବିଷୟରେ ସାତକାହାଣ କରି…