Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଆଲେଜାଣ୍ଡ୍ରିଆର ହାଇପେସିଆ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୩ ଆଉ ଯାହା ହେଉନା କାହିଁକି ହାଇପେସିଆଙ୍କ ମରଣଟି ଅତ୍ୟନ୍ତ ବିଭତ୍ସ ଥିଲା । ଅନିନ୍ଦ୍ୟ ଅପରୂପା ତଥା ସମକାଳର ସମାଜରେ ସୁପରିଚିତ ଜଣେ ବିଦୂଷୀର ସେହି ଭଳି ଗୋଟିଏ ଅନ୍ତକୁ ଅନେକେ ଏଯାଏଁ ବି ସେମିତି ଗ୍ରହଣ କରି ଆସିନାହାଁନ୍ତି ।…

ସ୍ୱଳ୍ପ ଗଳ୍ପ : ନାଜେମ ଏବଂ ଅନ୍ୟ ଗୋଟିଏ ଶ୍ରଦ୍ଧାନାମ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୨   ନାଜେମ । ଏହା ଗୋଟିଏ ଶ୍ରଦ୍ଧା ନାମ। କହିବାକୁ ଗଲେ ଆମ ପୃଥିବୀର ଏକ ପ୍ରଜାତି ବିଶେଷ ହିସାବରେ ଏହା ହେଉଛି ପ୍ରଥମ ତଥା ଇତିହାସ ଦୃଷ୍ଟିରୁ ପ୍ରଥମ ପ୍ରାମାଣିକ ବ୍ୟକ୍ତିଗତ ଶ୍ରଦ୍ଧା ନାମ । ସେ ସମୟର ଅର୍ଥାତ୍ ଆଜକୁ…

ସ୍ୱଳ୍ପ ଗଳ୍ପ : ଏକ ନାରୀ ଅଙ୍ଗବସ୍ତ୍ରର ଇତିହାସ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୧ କବିଗୁରୁ ରବୀନ୍ଦ୍ରନାଥଙ୍କ ଅଗ୍ରଜ ତଥା ଭାରତର ପ୍ରଥମ ଆଇ ସି ଏସ୍ ଅଫିସର୍ ସତ୍ୟେନ୍ଦ୍ର ନାଥ ଟାଗୋରଙ୍କ ପତ୍ନୀ ହେଉଛନ୍ତି ଜ୍ଞାନଦାନନ୍ଦିନୀ ଦେବୀ । ଏଠାରେ ଜ୍ଞାନଦାନନ୍ଦିନୀଙ୍କ ସମ୍ପର୍କରେ ସ୍ୱଳ୍ପ ଗଳ୍ପରେ ବଖାଣ କରିବା…

ସ୍ୱଳ୍ପ ଗଳ୍ପ : ସୁନ୍ଦରର ତୃପ୍ତି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୦ ସୁନ୍ଦରତା ବା ସୁନ୍ଦରପଣ ଉପରେ ଯାହା ଲେଖାହେବ ତାହା ଯେ ସୁନ୍ଦର ହେବ ସେକଥା ଆଦୌ ନୁହଁ । ତଥାପି ଆମେ ସଭ୍ୟ ସାଧାରଣ ମଣିଷ ଯାହା କରିବାକୁ ଚାହୁଁ ତାହାକୁ ସବୁବେଳେ ଆମର ସାମର୍ଥ୍ୟ ଅନୁସାରେ ସୁନ୍ଦର ଆକାର ଉପସ୍ଥାପନା…

ସ୍ୱଳ୍ପ ଗଳ୍ପ : ଏକ ଆଶୀର୍ବଚନର ଇତିହାସ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯  ସାଧାରଣତଃ ଜଣେ ଛିଙ୍କିଲାବେଳେ ଏମିତି ହୋଇଥାଏ । କେହି ଜଣେ ଯଦି ଆମର ଶୁଣିପାରିବା ଭଳି ସ୍ଥାନରେ ରହି ଛିଙ୍କିଥାଏ ,ତାହାହେଲେ ଆମେ ଆମର ପ୍ରତିକ୍ରୀୟା ଦେବା ଭଳି ଯଥାଶିଘ୍ର କହିଥାଉ, ଈଶ୍ୱର ତମର ମଙ୍ଗଳ କରନ୍ତୁ ।…

ସ୍ୱଳ୍ପ ଗଳ୍ପ : ଘୋଡ଼ାନାଲ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮ ଘୋଡ଼ା ପୃଥିବୀରେ ନିଜର ଉପସ୍ଥିତି ସାବ୍ୟସ୍ତ କରିବା ଦିନଠାରୁ ଆଜିଯାଏଁ ସେ ତାହାର ଗତି ଏବଂ ତାହାର ବିକ୍ରମ ,ଏହି ଉଭୟ କାରଣରୁ ଆମର ଅତ୍ୟନ୍ତ ସମ୍ମାନର ପ୍ରାଣୀ ବିଶେଷ ଆଉ ଖାସ ଏଇଥି ପାଇଁ ଆରମ୍ଭରୁ ଘୋଡ଼ାନାଲ ପୃଥିବୀର ସର୍ବତ୍ର…

ସ୍ୱଳ୍ପ ଗଳ୍ପ : ଏକ ପାର୍ଥିବ ପ୍ରେମ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭ ଅସଲରେ ଏହା ହେଉଛି ଏମିତି ଏକ ସମୟର କଥା ଯେଉଁ ସମୟରେ ଆଜି ଭଳି ଗୋଲାପର ଦିନ ନଥିଲା, ଚକୋଲେଟର ଦିନ ତ ଜମା ନଥିଲା ଆଉ ଆମର ଚର୍ଚ୍ଚିତ ଭାଲେଣ୍ଟାଇନ୍ ଦିବସର କହିବାକୁ ଗଲେ କୌଣସି ସୋର ଶବଦ ବି ନଥିଲା। ତାହା ହେଲେ ପୃଥିବୀରେ…

ସ୍ୱଳ୍ପ ଗଳ୍ପ : ଲୁଟ୍ ଅଥବା ଏକ ବିଶେଷ ସ୍ମାରକୀର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬  ୧୮୫୭ ଖ୍ରୀଷ୍ଟାବ୍ଦ।ଭାରତରେ ସେତେବେଳେ ସିପାହୀ ବିଦ୍ରୋହର ସମୟ। ଏହି ବିଦ୍ରୋହକୁ ପରେ ଆମେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଲୁ। ଏଥିରେ ଭାରତୀୟ ସିପାହୀମାନେ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହ…

ସ୍ୱଳ୍ପ ଗଳ୍ପ : ସେ ଜଣେ ଶିକ୍ଷକ ଥିଲେ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫ ସେ ଜଣେ ଶିକ୍ଷକ ଥିଲେ । ମାତ୍ର ତାଙ୍କର ସମକାଳର କି ଏବେକାର କୌଣସି ଶିକ୍ଷକ କେବେହେଲେ ଶ୍ରଦ୍ଧାର ସହିତ ସେ ଜଣେ ଶିକ୍ଷକ ଥିଲେ ବୋଲି କେବେ କହିବ ନାହିଁ ଏବଂ ଯେଉଁମାନେ ଏ ପ୍ରସଙ୍ଗଟି ଜାଣନ୍ତି ସେମାନେ ବି ସେ ଜଣେ ଶିକ୍ଷକ…

ସ୍ୱଳ୍ପ ଗଳ୍ପ : ରୋଲସ୍ ଫର୍ ରୟାଲସ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪  ଘଟଣାଟି ୧୯୨୦ ମସିହାର । ରାଜସ୍ଥାନର ଅଲୱାର୍ ବୋଲି ଗୋଟିଏ ଦେଶୀୟ ରାଜ୍ୟର ରାଜା ସେତେବେଳେ ଇଂଲଣ୍ଡ ଗସ୍ତରେ ଥାଆନ୍ତି। ସେ ଲଣ୍ଡନର ଏକ ମୂଖ୍ଯ ରାସ୍ତାରେ ପଦଚାରଣ କରୁଥାନ୍ତି।ତାଙ୍କ ସାଥିରେ ସେତେବେଳେ କୌଣସି ସହାୟକ ବା…