Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଅନ୍ତର୍ବାସ-ଚିତ୍ରକର

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ :୨୩  ସେଦିନ ଗହଳି ବେଶ୍ । ଧାର୍ମିକ ଦର୍ଶନାର୍ଥୀ ଆଉ ପର୍ଯ୍ୟଟକଙ୍କର ସେହି ମିଶ୍ରିତ ଭିଡ ଭିତରୁ ଜଣେ ହଠାତ୍ ଆଗକୁ ଡେଇଁପଡି ଖୁବ୍ ଜୋରରେ ଚିତ୍କାର କରି କହିଥିଲା, ମୁଁ ହେଉଛି ଯୀଶୁଖ୍ରୀଷ୍ଟ । ସେ ନିଜକୁ ଯୀଶୁ ଖ୍ରୀଷ୍ଟ ବୋଲି…

ସ୍ୱଳ୍ପ ଗଳ୍ପ : ହାମଲେଟର ପ୍ରେତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୨ ସେମାନଙ୍କୁ କୁହାଯାଉଥିଲା "ଶେକସପିଅରର୍ସ ବୟଜ୍"। ସେମାନଙ୍କର କାମ କହିଲେ କେବଳ ଏତିକି । ଭିତରେ ପ୍ରେକ୍ଷାଳୟରେ ଯେଉଁ ଅଭିନେତାମାନେ ରିହର୍ସାଲ୍ ବା ଅଭିନୟ କରିବାକୁ ଯାଆନ୍ତି ସେମାନଙ୍କୁ ସେଇଠି ସେଇଥିପାଇଁ ଅନେକ ସମୟ…

ସ୍ୱଳ୍ପ ଗଳ୍ପ : କୁଞ୍ଚିତ କେଶ, ଏକ ତୁଚ୍ଛ ଇତିହାସ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୧ କୁଞ୍ଚିତ କେଶ ବା ଯାହାକୁ ଆମେ ଇଂରେଜୀରେ କହିବା "କର୍ଲ" , ଏହାର ଉପଲକ୍ଷ କିନ୍ତୁ ଏଇଠି ହେଉଛି ନାରୀ । ଏଇ ଆଲେଖରେ ନାରୀର କୁଞ୍ଚିତ କେଶରାଜି ସମ୍ପର୍କରେ କିଛି ଚର୍ଚ୍ଚା କରାଯିବ । ଯଦିଓ ଆମେ ସବୁବେଳେ କେଶକୁ…

ସ୍ୱଳ୍ପ ଗଳ୍ପ : ଆଢୁଆଳର ମାଆ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୦  ଇଟାଲୀୟ ଶିଳ୍ପୀ ଲିଣ୍ଡା ଫ୍ରେନି ନାଗଲର୍ ଭେନିସ୍ ଠାରେ ଗୋଟିଏ ପ୍ରଦର୍ଶନୀର ଆୟୋଜନ କରିଥିଲେ । ସେହି ପ୍ରଦର୍ଶନୀରେ ପ୍ରାୟତଃ ହଜାରେ ଖଣ୍ଡେ (ସଠିକ ହିସାବ କରି କହିଲେ ତାହା ସଂଖ୍ୟାରେ ହେବ ୯୯୭) ସଂଗୃହିତ ଫଟୋଗ୍ରାଫ୍…

ସ୍ୱଳ୍ପ ଗଳ୍ପ : ମାର୍ଟିନଙ୍କ ଶବ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୯  ପରିକଳ୍ପନା ଅନୁସାରେ ଲଣ୍ଡନର ଏକ ଶବାଗାରରୁ ଗୋଟିଏ ଶବକୁ ଆଗ ଚିହ୍ନଟ କରାଯାଇଥିଲା । ଶବକୁ ବାଛିବା ପାଇଁ ଅନେକ ସମୟ ନିଆଯାଇଥିଲା । ବେଶ୍ କେତୋଟି ଶବାଗାରକୁ ଭଲ ଭାବରେ ଦେଖାଯାଇଥିଲା । ଶବକୁ ବାଛିବା ବେଳେ…

ସ୍ୱଳ୍ପ ଗଳ୍ପ : ଗୋଟିଏ ପରାଜୟ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୮ ମୃତ୍ୟୁକୁ ବାଦ ଦେଇ ଦେଖିଲେ ତାଙ୍କର ଏହା ପରାଜୟ ହିସାବରେ ଅନ୍ତିମ ପାର୍ଥିବ ପରାଜୟ। ଏହା ପୂର୍ବରୁ ତାଙ୍କ ନାଆଁରେ ଅନ୍ତତଃ ତିନିଶହରୁ ଅଧିକ ବିଜୟର ଗୌରବ ନଥିଭୂକ୍ତ ହୋଇ ରହିଥିଲା । କୁସ୍ତି ପ୍ରତିଯୋଗିତାରେ ସେ…

ସ୍ୱଳ୍ପ ଗଳ୍ପ : ଖାଦକ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୭ ଗୋଟିଏ ଶବ୍ଦରେ କହିଲେ ଆମେ ସମସ୍ତେ ହେଉଛୁ ଖାଦକ । ଜୀବନ ଧାରଣ ପାଇଁ ଏହା ଅପରିହାର୍ଯ୍ୟ ଆବଶ୍ୟକତା । ଯିଏ ଯାହା ଯେତେ ପରମାର୍ଥରେ କହୁ ପଛକେ ଆମେ ଏହି ଭଳି ଗୋଟିଏ ଅବସ୍ଥାନରୁ ତ କଦାପି ଅନ୍ୟତ୍ର ଯାଇପାରିବୁ ନାହିଁ। ସୁଖ…

ସ୍ୱଳ୍ପ ଗଳ୍ପ : ବାନର ନର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୬ ଠିକ୍ ଯେମିତି ସିମ୍ପାଜି, ସେମିତି ହେଉଛି ହ୍ୟୁମାନଜି । ଗୋଟିଏ ଶବ୍ଦ ହିସାବରେ ପ୍ରଥମରେ ଏହିଭଳି ପରିଚିତି । କିନ୍ତୁ ସିମ୍ପାଜି ଭଳି ଶବ୍ଦ କେବଳ ଶବ୍ଦ ଆକାରରେ ରହିବ ନାହିଁ , କିଏ ଚାହିଁଲେ ତାହାପରେ ଚଳପ୍ରଚଳ…

ସ୍ୱଳ୍ପ ଗଳ୍ପ : ଗୋଟିଏ ଜଟିଳ ପ୍ରେମ କାହାଣୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୫ ଶୀର୍ଷକଟି ଠିକ୍ ନୁହଁ,ଏଇଥି ପାଇଁ ଯେ ଏଥିରେ ନୂଆ ବୋଲି କିଛି ନାହିଁ । ଏମିତିରେ ଦେଖିଲେ ପୃଥିବୀରେ ଯେତେ ଯେତେ ପ୍ରେମଗଳ୍ପ ଲେଖା ହୋଇଛି ବା ଆଗକୁ ଲେଖା ହେବ ସେ ସବୁ କେବଳ ଜଟିଳ ପ୍ରେମ କାହାଣୀ । ଜଟିଳ ଏଇଥି…

ସ୍ୱଳ୍ପ ଗଳ୍ପ : ରାଜଗାଦି ଯେବେ ନିଲାମରେ ଥାଏ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୪  ପ୍ରସଙ୍ଗ ହେଉଛି ଗୋଟିଏ ନିଲାମ। ଏହା ଏମିତି ଗୋଟିଏ ସମୟର କଥା ଯେତେବେଳେ ପୃଥିବୀର ସେହି ବିଖ୍ୟାତ ତଥା ଇତିହାସ ଦୃଷ୍ଟିରୁ ଅତ୍ୟନ୍ତ ଶକ୍ତିଶାଳୀ ଅଞ୍ଚଳରେ ଏମିତି ଗୋଟିଏ ନିଲାମ ସମ୍ଭବ ହୋଇପାରିଥିଲା ବୋଲି…