ସାବିତ୍ରୀ ବ୍ରତକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ ଓ ପୂଜାବିଧି
ଭୁବନେଶ୍ୱର: ସାବିତ୍ରୀ ବ୍ରତ। ଓଡ଼ିଶାର ସଧବା ନାରୀମାନଙ୍କ ଦ୍ୱାରା ପାଳିତ ଏକ ଓଷା । ସାବିତ୍ରୀଙ୍କୁ ସାଧବା ନାରୀଙ୍କର ଆଦର୍ଶ ବୋଲି କୁହାଯାଏ । ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ପାଳନ…