Latest Odisha News

ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀ ଓଡିଆଙ୍କ ଆତ୍ମହତ୍ୟା ଅଭିଯୋଗ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେଟନୋଟି ବ୍ଲକ ଅନ୍ତର୍ଗତ ଅନଳ ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବକ ଗୁରୁବାର ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ସୁରେନ୍ଦ୍ର ବେହେରା ବୋଲି ଜଣାପଡିଛି । ସୁରେନ୍ଦ୍ର ନିକଟରେ ପତ୍ନୀଙ୍କ ସହ ତାମିଲନାଡୁରୁ ଫେରିଥିଲେ…

କରୋନା ମୁକାବିଲା: ୩ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ଉନ୍ନୟନ ସଚିବ ସୁରେଶ ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଶୁକ୍ରବାର ଦିନ ଗଞ୍ଜାମ, ଗଜପତି ଓ ରାଜ୍ୟଗଡ ଜିଲ୍ଲା ଗସ୍ତରେ ଯାଇଛନ୍ତି । ଗଞ୍ଜାମ ଜିଲ୍ଲାର ଶେରଗଡା, ହିଞ୍ଜିଳି, କବି ସୁର୍ଯ୍ୟ ନଗର, ଆସ୍କା, ପୋଲସରା, ବରହମପୁର ଆଦି ଅଞ୍ଚଳର କୋଭିଡ…

ବଢୁଛି ସଂକ୍ରମଣ: ଭାରତରେ ୮୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୬୪୯ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Spike of 3967 #COVID19 cases & 100 deaths in India, in last…

ଯାଜପୁରରୁ ଆଜି ଚିହ୍ନଟ ୧୭ ପଜିଟିଭଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର :ଯାଜପୁର ଜିଲ୍ଲାରର ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷକରି ରାଜ୍ୟ ବାହାରୁ ପେଂରୁଥିବା ପ୍ରବାସୀ ମାନଙ୍କ  ଯୋଗୁଁ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ଆଉ ୧୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି ।…

ସରକାରୀ କର୍ମଚାରୀଙ୍କୁ ନେଇ କଟକରୁ ଭୁବନେଶ୍ୱର ଆସିଲା ବସ

ଭୁବନେଶ୍ୱର: କଟକ ରୁ ଭୁବନେଶ୍ୱର ଗଡ଼ିଲା ସରକାରୀ ବସ।ଆଜି ସରକାରୀ କର୍ମକର୍ମଚାରୀଙ୍କୁ ନେଇ ସିଡିଏ ରୁ ବାଦାମବଡି ଦେଇ ବସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି । ଏହି ବସରେ ୨୦ ଜଣ ଯାତ୍ରୀ ଥିବା ଜଣାପଡିଛି । ତେବେ ଲକଡାଉନ ସମୟରେ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ…

ଗମ୍ଭୀର ହେଉଛି ସ୍ଥିତି: ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୦୧ କରୋନା ଆକ୍ରାନ୍ତ, ମୋଟ ସଂଖ୍ୟା ୫୩୮ ଛୁଇଁଲା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ସକାଳୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୦୧ ଜଣ ପଜିଟିଭ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଚିହ୍ନଟ ୧୦୧…

ଗଞ୍ଜାମ: କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି

ପୋଲସରା: ଘରର ଏକମାତ୍ର ରୋଜଗାରିଆ ପୁଅର କରୋନାରେ ମୃତ୍ୟୁ ପରେ ତାଙ୍କ ପରିବାର ପୁନଃ ଥଇଥାନ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ। ଗଞ୍ଜାମ ଜିଲ୍ଲାର ମଧୂପଲ୍ଲୀ ପଞ୍ଚାୟତର ମାଟିଆସାହି ଗ୍ରାମର ଜଣେ ଗରିବ ପ୍ରବାସୀ ଓଡ଼ିଆ ଶ୍ରମିକ ପ୍ରଫୁଲ ବେହାରଙ୍କର ଢୁଙ୍କାପଡା ହାଇ…

ଖୁସି ଖବର; ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲାଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ସୁସ୍ଥ ହୋଇଥିବା…

ବକେୟା ଦରମା ନେଇ ଟୋଲପ୍ଲାଜାରେ ଉତ୍ତେଜନା; ମ୍ୟାନେଜରଙ୍କୁ ତାଲା ପକାଇଲେ ସୁରକ୍ଷାକର୍ମୀ

ଯାଜପୁର: ୧୬ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ପାଣିକୋଇଲି ଟୋଲ ପ୍ଲାଜାରେ କାର୍ଯ୍ଯରତ ସୁରକ୍ଷା କର୍ମୀଙ୍କୁ ଦରମା ପ୍ରଦାନରେ ଅହେତୁକ ବିଳମ୍ବ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ସୁରକ୍ଷା କର୍ମଚାରୀ ମାନେ ଟୋଲ ପ୍ଲାଜାର ମ୍ୟାନେଜରଙ୍କୁ ତାଲା ପକାଇ ଅଟକ ରଖିଥିବା…

ଏମ୍ସରୁ ଡିସ୍‌ଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଶ୍ରୀ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ରବିବାର ଦିନ…