Latest Odisha News

ଭାରତରେ ଉଦବେଗ ହେଉଛି ସ୍ଥିତି: ୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ସ୍ୱୟଂ ଚାଳିତ ସାନିଟାଇଜ୍‌ ମେସିନ ପ୍ରସ୍ତୁତ କଲା କଟକର ଏକ ସରକାରୀ ଶିଳ୍ପ ତାଲିମ ସଂସ୍ଥା

କଟକ: ବଢୁଥିବା କରୋନା ସଂକ୍ରମଣ ଏବେ ସମସ୍ତଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ । ଏହାକୁ ସମୂଳେ ନାଶ ପାଇଁ ଟୀକା ନବାହାରିବା ଯାଏଁ ଏଥୁରୁ ମୁକ୍ତି ପାଇବାର ଗୋଟିଏ ମାଧ୍ୟମ ସତର୍କତା । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହେଲେ ସାମାଜିକ ଦୂରତା ସହ ନିଜ ହାତକୁ ସାନିଟାଇଜରରେ ବାରମ୍ବାର ଧୋଇବାକୁ…

ଆଶ୍ଚର୍ଯ୍ୟ! ୩୦ ହଜାର ଟଙ୍କାର ଆମ୍ବ ଚୋରି ହେବା ପରେ ୮ ଲକ୍ଷ ଟଙ୍କାର ସହାୟତା ମିଳିଲା ଏହି ଫଳ ବ୍ୟବସାୟୀଙ୍କୁ !

ନୂଆଦିଲ୍ଲୀ: ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ କଥାଟି ଏକଦମ ସତ। ଦିଲ୍ଲୀର ଜଣେ ଫଳ ବ୍ୟବସାୟୀଙ୍କର ୩୦ ହଜାର ମୂଲ୍ୟର ଫଳ ଚୋରି ହେବା ପରେ ତାଙ୍କୁ ମିଳିଛି ୮ ଲକ୍ଷ ଟଙ୍କାର ସହାୟତା । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା। ଉତ୍ତର ଦିଲ୍ଲୀ ସ୍ଥିତ ଜଗତପୁରୀର ଫଳ ବିକ୍ରେତା ଫୁଲ୍ ମିଆ…

ଆଜିଠୁ ଆରମ୍ଭ ଘରୋଇ ବିମାନ ସେବା: ଗାଇଡ଼ଲାଇନ ଅନୁସାରେ ଉଡିବ ଫ୍ଲାଇଟ୍

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଗାଇଡଲାଇନ୍‌ ଅନୁସାରେ ଉଡ଼ିବ ଫ୍ଲାଇଟ୍‌ । ଏଥିପାଇଁ ପ୍ରସ୍ତୁତ ହୋଇଛି ଭୁବନେଶ୍ୱର ବିମାନ ବନ୍ଦର । ବିମାନ ବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କ ପ୍ରବେଶ ଠାରୁ ଆରମ୍ଭ କରି ବୋର୍ଡିଂ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୭ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୭ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ବଢୁଛି ଚିନ୍ତା: ୨୪ ଘଣ୍ଟାରେ ସର୍ବାଧିକ ୬୭୬୭ ସଂକ୍ରମିତ, ୧୪୭ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ପଶ୍ଚିମବଙ୍ଗରେ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

କୋଲକାତା / ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗୁଡିକୁ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି । ତାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ। ପ୍ରାୟ ତିନିମାସ ପରେ ମୋଦୀ ଆଜି ସକାଳେ…

ଭାରତର ୧୦ ଟି ଧନୀ ମନ୍ଦିର; ଯାହାର ସମ୍ପତ୍ତି ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ହିନ୍ଦୁମାନେ ଖୋଲା ହୃଦୟରେ ଦେବାଦେବୀ ମନ୍ଦିରକୁ ନଗଦ, ସୁନା, ରୂପା ଆଦି ଦାନ କରିବା ନେଇ ବେଶ୍ ପରିଚିତ। ଆସନ୍ତୁ ଜାଣିବା ଭାରତର କିଛି ଧନୀ ମନ୍ଦିର ସମ୍ପର୍କରେ... ପଦ୍ମନାଭସ୍ୱାମୀ ମନ୍ଦିର: ଚଳିତ ବର୍ଷର ତଥ୍ୟ ଅନୁଯାୟୀ ପଦ୍ମନାଭସ୍ୱାମୀ ମନ୍ଦିର ଭାରତର…

ଆଜି ଯାଜପୁରରୁ ଚିହ୍ନଟ ୪୬ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ

ଯାଜପୁର: ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୬ ନୂଆ ପଜିଟିଭ । ଚିହ୍ନଟ ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରରୁ ୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ ରେ ପହଞ୍ଚିଛି। ଆଜି ଚିହ୍ନଟ ୪୬ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ:…

ରାଜ୍ୟରେ ଚିହ୍ନଟ ହେଲ ଆଉ ୮୬ ପଜିଟିଭ: ମୋଟ ସଂଖ୍ୟା ଛୁଇଁଲା ୧୧୮୯

ଭୁବନେଶ୍ୱର: ବିଜୁଳି ଗତିରେ ମାଡି ଚାଲିଛି କରୋନା । ଚାହୁଁ ଚାହୁଁ ଏହି ଭୂତାଣୁ ରାଜ୍ୟର ୨୪ ଟି ଜିଲ୍ଲାରେ ନିଜ କାୟା ବିସ୍ତାର କରି ସାରିଲାଣି । ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୬ ନୂଆ ପଜିଟିଭ । ଚିହ୍ନଟ ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଜଣେ…