Latest Odisha News

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ଜଣେ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ଗାଁରେ ବୋମାମାଡ଼। ଏଥିରେ ଜଣେ ଆହତ ହୋଇଥିବା ସୂଚନା । ମିଳିଥିବା ସୂଚନା ଅନୁସାରେ,ଗାଁର ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବାଦ ବିବାଦ ଲାଗି ରହିଥିଲା। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଙ୍ଗଳବାର ବିଳମ୍ବିତ ରାତିରେ ଆହତ…

ଖୋଲିଲା ହୀରାକୁଦର ଆଉ ୮ ଟି ଗେଟ୍

ହୀରାକୁଦ: ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ୬୦୮.୫୦ ଫୁଟରେ ପହଞ୍ଚିଛି। ଶନିବାର ରାତି ୯ ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ୮ ଗେଟ୍‌ ଖୋଲା ଯାଇଥିବା ସୂଚନା ମିଳିଛି। ଜଳଭଣ୍ଡାରର ଉପର ମୁଣ୍ଡରେ ୩.୪୬ ମିଲିମିଟର, ତଳ ମୁଣ୍ଡରେ ୫.୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରତି ସେକେଣ୍ଡରେ…

କୋଭିଡ କେୟାର କେନ୍ଦ୍ରରେ ନିଆଁ: ୭ କରୋନା ଆକ୍ରାନ୍ତ ମୃତ

ବିଜୟୱାଡା: ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ ଥିବା ଏକ କୋଭିଡ୍ କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଏଥିରେ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିଜୟୱାଡା ସହରରେ ଥିବା ଏକ ହୋଟେଲକୁ…

ଅଗଷ୍ଟ କ୍ରାନ୍ତି ଦିବସ: ସ୍ୱାଧୀନତାର ଶେଷ ଲଢେଇ ପାଇଁ ଗାନ୍ଧିଜୀଙ୍କ ଶଙ୍ଖନାଦ

ଭୁବନେଶ୍ୱର: ଅଗଷ୍ଟ ମାସକୁ ଭାରତ ଇତିହାସରେ ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ ବୋଲି କୁହାଯାଏ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ୱାଧୀନତା ପରଠୁ ଏହି ଦିନକୁ  ସାରାଦେଶରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ଭାରତକୁ ସ୍ୱାଧୀନତା ପ୍ରଦାନ…

୨୪ ଘଣ୍ଟାରେ ୧୮୩୩ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୪୨ ହଜାର ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୫ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୮୩୩ ଜଣ କରୋନା ପଜିଟିଭ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୧୧୧୮…

ଶକ୍ତି ବିଭାଗରେ ପଶିଲା କରୋନା

ଭୁବନେଶ୍ୱର: ପ୍ରଥମେ ସ୍ବାସ୍ଥ୍ୟ ଆଉ ଏବେ ଶକ୍ତି ବିଭାଗରେ ପ୍ରବେଶ କରିଛି କରୋନା।ଖାରବେଳ ନଗର ସ୍ଥିତ ଶକ୍ତି ବିଭାଗରେ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ । ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ବିଭାଗର ଜଣେ ବିତ୍ତ ଅଧିକାର କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୨ଜଣ…

ଆଜିଠୁ ମ୍ୟାଟ୍ରିକ ଖାତା ପୁନଃ ଯାଞ୍ଚ ଆବେଦନ; କିପରି କରିବେ ଜାଣନ୍ତୁ

ଭୁବନେଶ୍ୱର: ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ଓ ଉଭୟ ଖାତାର ଜେରକ୍ସ କପି ପାଇଁ ଅନ୍‌ଲାଇନ ଆବେଦନ ଆରମ୍ଭ ହୋଇଛି । ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ଆବେଦନର ସମସ୍ତ ନିୟମାବଳୀ ଉପଲବ୍ଧ ରହିଛି। ଏହି ରିଚେକିଂ…

ରାଜ୍ୟରେ ଗଡ଼ିଲା ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୁଣ୍ଡ; ମୋଟ ସଂଖ୍ୟା ଛୁଇଁଲା ୧୯୩

ଭୁବନେଶ୍ୱର: କରୋନାରେ ପୁଣି ଯାଇଛି ୧୦ ଜୀବନ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ୪, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ, କଳାହାଣ୍ଡି ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୮୭କୁ ବୃଦ୍ଧି ପାଇଛି କରୋନା…

ଡାକ୍ତର, ନର୍ସ ପଜିଟିଭ ଚିହ୍ନଟ ପରେ ସିଲ ହେଲା ଅପରେସନ୍ ଥିଏଟର

ପୁରୀ: ମାରାତ୍ମକ ରୂପ ନେଇ ଚାଲିଛି କରୋନା । ସାଧାରଣ ଲୋକଙ୍କ ପରେ ଏବେ ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ଏଥିରେ ସଂକ୍ରମିତ ହେଉଥିବା ନିୟମିତ ଖବର ଆସୁଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ମୁଖ୍ୟ ଚିକିତ୍ସାଳୟର…

ଆଜିଠୁ ନବରଙ୍ଗପୁରରେ ଝୁଲିଲା ତାଲା

ନବରଙ୍ଗପୁର: ରାଜ୍ୟରେ ବଢ଼ୁଥୁବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ଗୁଡିକ ନିଜ ନିଜ ଅଞ୍ଚଳରେ କଟକଣା କଡାକଡି କରୁଛନ୍ତି। ତେବେ ଏହି କ୍ରମରେ ଯୋଡି ହୋଇଛି ଓଡ଼ିଶାର ନବରଙ୍ଗପୁର ଜିଲ୍ଲା । ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଶନିବାର ସକାଳ ୫ଟାରୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି…