Latest Odisha News

BREAKING NEWS

ଆଗକୁ ଏହି ସ୍କୁଲରେ ବ୍ୟାନ୍ ହେବ ବୁର୍ଖା ଓ ନିକାବ:ନୂଆ ବିଲ୍ ଆଣିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ

ଇଟାଲୀ: ଇଟାଲୀ ସ୍କୁଲରେ ବ୍ୟାନ ହେବ ବୁର୍କା ଓ ନିକାବ । ଇଟାଲୀର ସ୍କୁଲଗୁଡ଼ିକରେ ବୁର୍କା ଓ ନିକାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ। ଏହା ସହିତ ସ୍କୁଲର ପ୍ରତ୍ୟେକ ଶ୍ରେଣୀଗୃହରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସୀମିତ…

ମସ୍କୋ ଆକାଶରେ ଡ୍ରୋନ୍ ବର୍ଷା : ଇଲେକ୍ସନ ଭିତରେ ଭୟଙ୍କର ବିସ୍ଫୋରଣ

ମସ୍କୋ : ଋଷର ସଂସଦୀୟ ନିର୍ବାଚନର ଶେଷ ଦିନରେ ରାଜଧାନୀ ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି। ରୁଷିଆର ଦାବି ଅନୁଯାୟୀ, ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଏହି ବଡ଼ ଆକ୍ରମଣରେ ଅତିକମରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୁଖ୍ୟ ତୈଳ ବିଶୋଧନାଗାର…

ସଙ୍କଟରେ ମକ୍କା ପ୍ରତିରକ୍ଷା ଚୁକ୍ତି: କାହାକୁ ଡରୁଛି ପାକିସ୍ତାନ?

ଦିଲ୍ଲୀ : ହୁତି ସଂଗଠନର ଚେତାବନୀ ପରେ ପାକିସ୍ତାନ ଓ ତୁର୍କୀର ଆଭିମୁଖ୍ୟ ବଦଳିଲା । ସାଉଦି ଆରବ, ପାକିସ୍ତାନ ଓ ତୁର୍କୀ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ‘ମକ୍କା ପ୍ରତିରକ୍ଷା ଚୁକ୍ତି’ ଏବେ ଗମ୍ଭୀର ସଂକଟର ସମ୍ମୁଖୀନ ହୋଇଛି। ସାଉଦି ଆରବର ବିଭିନ୍ନ ତୈଳ ପ୍ରକଳ୍ପ ଓ ପବିତ୍ର…

ପାକିସ୍ତାନୀ ସେନା ପାଇଁ ବଢ଼ିଲା ଚିନ୍ତା : ବିଏଲ୍ଏ କବଜାରେ ପାକର ଏହି ଅଞ୍ଚଳ

ପାକିସ୍ତାନ: ପାକିସ୍ତାନର ଅଶାନ୍ତ ବଲୋଚିସ୍ତାନ ପ୍ରଦେଶରେ ବିଦ୍ରୋହୀ ସଂଗଠନ ବଲୋଚ ଲିବରେସନ ଆର୍ମି ନିଜର ଆକ୍ରମଣକୁ ଆହୁରି ତୀବ୍ର କରିଛି। ପ୍ରାପ୍ତ ବିଶେଷ ଖବର ଅନୁଯାୟୀ, ବିଏଲ୍ଏ ର ସଶସ୍ତ୍ର ବନ୍ଧୁକଧାରୀମାନେ ବଲୋଚିସ୍ତାନର କେଚ୍ ଜିଲ୍ଲା ଅନ୍ତର୍ଗତ ମାନ୍ଦ ଅଞ୍ଚଳର ଏକାଧିକ…

ମିଡ୍- ଡେ ମିଲରେ ଚିକେନ୍ ବିରିଆନୀ: ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଯୋଜନା

ଚେନ୍ନାଇ: ତାମିଲନାଡୁର ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାରେ ସପ୍ତାହରେ ଗୋଟିଏ ଦିନ ଚିକେନ୍ ବିରିଆନି ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ତାମିଲନାଡୁ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ରାଜ…

ବାର୍ଷିକ ପ୍ରାୟ ୩,୦୦୦ କୋଟି ଟଙ୍କାର ଆୟକର ଦେଉଛି ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦେଶର ସବୁଠାରୁ ଅଧିକ କର ଦେଉଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି। ବିସିସିଆଇର ସମ୍ପାଦକ ଦେବଜିତ୍ ସାଇକିଆଙ୍କ ସୂଚନା ଅନୁଯାୟୀ, ଭାରତୀୟ କ୍ରିକେଟ ବୋର୍ଡ ବାର୍ଷିକ ପ୍ରାୟ ୩,୦୦୦ କୋଟି ଟଙ୍କା ରାଜସ୍ୱ କର ବାବଦରେ ସରକାରଙ୍କୁ…

ଜାପାନରେ ଭାରତୀୟ ଆଥଲେଟ୍‌ଙ୍କ ରହିବା ପାଇଁ ୨,୦୦୦ ପ୍ରବାସୀ ଭାରତୀୟଙ୍କୁ ଚିହ୍ନଟ କଲା କ୍ରୀଡ଼ା ମନ୍ତ୍ରାଳୟ

ଜାପାନର ଆଇଚି-ନାଗୋୟାରେ ଆୟୋଜିତ ହେଉଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ଆଥଲେଟ୍‌ମାନଙ୍କ ରହିବା, ସୁବିଧା ସୁଯୋଗ ଓ ଖାଦ୍ୟପେୟକୁ ନେଇ ଗମ୍ଭୀର ସମସ୍ୟା ଦେଖାଦେଇଛି। ଏହି ଆନ୍ତର୍ଜାତୀୟ ସଙ୍କଟର ତୁରନ୍ତ ସମାଧାନ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସାଇ ଓ ଭାରତୀୟ ଅଲିମ୍ପିକ୍…

୫ ବର୍ଷ ଧରି ବନ୍ଦ ସ୍କୁଲ ଦୁଆର: ଅନ୍ଧାରରେ ଆଫଗାନ୍ ଝିଅଙ୍କ ଭବିଷ୍ୟତ

କାବୁଲ: ଅଧିକାର ଛଡ଼ାଇ ନିଆଯାଇଛି, ଆଶାକୁ ଦଳି ଦିଆଯାଇଛି! ଆଫଗାନିସ୍ତାନରେ ଝିଅ ମାନଙ୍କ ସ୍କୁଲ ଏବଂ କଲେଜରୁ ବାସନ୍ଦ କରାଯିବାର ଦୀର୍ଘ ୫ ବର୍ଷ ବିତିଯାଇଥିଲେ ବି ତାଲିବାନ୍ ଶାସକଙ୍କ ନିର୍ଦ୍ଦୟ ମନୋଭାବ ବଦଳିନାହିଁ। ଏହାକୁ ନେଇ ଅନ୍ତର୍ଜାତୀୟ ଅଧିକାର ସଂଗଠନ 'ଆମ୍ନେଷ୍ଟି…

ବେଜ୍ଜିତ ପରେ ପାକିସ୍ତାନର ୟୁ-ଟର୍ଣ୍ଣ : ସାଉଦିକୁ ସୁରକ୍ଷା ଯୋଗାଇବ ପାକିସ୍ତାନ

ଲାହୋର: ହୁତି ଆକ୍ରମଣରେ ସାଉଦି ଆରବକୁ ଯେକୌଣସି ସ୍ତରରେ ସୁରକ୍ଷା ଯୋଗାଇବାକୁ ପାକିସ୍ତାନ ସେନାର ପ୍ରତିଶ୍ରୁତି। ସାଉଦି ଆରବ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ସାଉଦି ଆରବର ସାର୍ବଭୌମତ୍ୱ, ସୁରକ୍ଷା ଓ…

ମାତ୍ର ୫ ମିନିଟର ଗୁଗଲ ମିଟ୍ କଲ୍‌ରେ ୮୦ ଭାରତୀୟ କର୍ମଚାରୀଙ୍କୁ ଛଟେଇ

ନ୍ୟୁୟର୍କ: ଏକ ଆମେରିକୀୟ କମ୍ପାନୀ ଦ୍ୱାରା ନିଆଯାଇଥିବା ନିଷ୍ଠୁର ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କମ୍ପାନୀ ମାତ୍ର ୫ ମିନିଟର ଗୁଗଲ ମିଟ୍ କଲ୍ ଆୟୋଜନ କରି ଏକାସାଙ୍ଗରେ ୮୦ ଜଣ ଭାରତୀୟ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ…