Latest Odisha News

BREAKING NEWS

ମାତ୍ର ୫ ମିନିଟର ଗୁଗଲ ମିଟ୍ କଲ୍‌ରେ ୮୦ ଭାରତୀୟ କର୍ମଚାରୀଙ୍କୁ ଛଟେଇ

ନ୍ୟୁୟର୍କ: ଏକ ଆମେରିକୀୟ କମ୍ପାନୀ ଦ୍ୱାରା ନିଆଯାଇଥିବା ନିଷ୍ଠୁର ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କମ୍ପାନୀ ମାତ୍ର ୫ ମିନିଟର ଗୁଗଲ ମିଟ୍ କଲ୍ ଆୟୋଜନ କରି ଏକାସାଙ୍ଗରେ ୮୦ ଜଣ ଭାରତୀୟ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ…

ପୁଣି ଟାରିଫ୍ ଲଦିବ କି ଆମେରିକା ? US ହାଉସରେ ପାସ୍ ହେଲା ରୁଷ ସାଙ୍କସନ୍‌ ବିଲ୍‌

ଆମେରିକା: ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ରେ ଏକ ବଡ଼ ଧରଣର ରୁଷ ପ୍ରତିବନ୍ଧକ ବିଲ୍‌ ୨୬୨-୧୫୯ ଭୋଟ୍‌ରେ ଗୃହୀତ ହୋଇଛି। ଏହି ନୂଆ ବିଲ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେହିସବୁ ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର କ୍ଷମତା ଦେଇଛି,…

ଏସିଆ ହକି ଚାମ୍ପିଅନସିପ: ଭାରତ ଆସିବାକୁ ପାକିସ୍ତାନର ନା

କରାଚୀ: ଭାରତରେ ଆୟୋଜିତ ହେବାକୁ ଥିବା ପୁରୁଷ ଏସୀୟ ହକି ଚାମ୍ପିଅନ୍ସ ଟ୍ରଫି ୨୦୨୬ ପାଇଁ ପାକିସ୍ତାନ ନିଜ ଟିମ୍‌କୁ ଭାରତ ପଠାଇବାକୁ ସିଧାସଳଖ ମନା କରିଦେଇଛି। ପାକିସ୍ତାନ ହକି ଫେଡେରେସନ୍ ଏସୀୟ ହକି ଫେଡେରେସନ୍ କୁ ଆନୁଷ୍ଠାନିକ ଭାବେ ଚିଠି ଲେଖି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଅନ୍ୟ…

ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ

ଗାଜା :ଗାଜା ଷ୍ଟ୍ରିପ୍‌ରେ ଆଉ ଏକ ହୃଦୟବିଦାରକ ଦୁର୍ଘଟଣା ସାମ୍ନାକୁ ଆସିଛି। ଇସ୍ରାଏଲ-ହମାସ ଯୁଦ୍ଧରେ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଏକ ବହୁତଳ ଆବାସିକ କୋଠା ହଠାତ୍ ଭୁଶୁଡ଼ି ପଡ଼ିବାରୁ ୨୧ ଜଣରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ରହିଥିବା ଉଦ୍ଧାରକାରୀ…

ଭାରତ – ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ମଞ୍ଜୁରୀ

ଅକଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡ ସଂସଦ ଭାରତ ସହିତ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତିପତ୍ର ବା FTA କୁ ଅନୁମୋଦନ କରିଛି। ଏହି ବିଲ୍‌ ସଂସଦରେ ୯୩-୨୯ ଭୋଟ୍‌ରେ ଗୃହୀତ ହୋଇଛି। ଏହି ନୂତନ ନିୟମ ଅନୁସାରେ, ଭାରତରୁ ନ୍ୟୁଜିଲ୍ୟାଣ୍ଡକୁ ରପ୍ତାନି ହେଉଥିବା ଅଧିକାଂଶ ସାମଗ୍ରୀ ୧୦୦% ଶୁଳ୍କମୁକ୍ତ…

ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା

କରାଚୀ: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ଏବଂ ଇନ୍ଧନ ସଙ୍କଟ ମଧ୍ୟରେ ପାକିସ୍ତାନ ସରକାର ଦେଶରେ 'ପେଟ୍ରୋଲିୟମ୍ ସ୍ମାର୍ଟ ଲକଡାଉନ୍' ଲାଗୁ କରିବାକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଆନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଅଭାବ ଏବଂ ହର୍ମୁଜ ପ୍ରଣାଳୀରେ ସୃଷ୍ଟି ହୋଇଥିବା…

ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ

ନୂଆଦିଲ୍ଲୀ : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ । ସ୍ୱାର୍ଥ ହାସଲ ପରେ ଅସଲ ରଙ୍ଗ ଦେଖାଇଲା ପାକିସ୍ତାନ। ସାଉଦି ଠୁ ପ୍ରଚୁର ଅର୍ଥ ପାଉଥିବା ପାକିସ୍ତାନ ବିପଦ ବେଳେ ସାଉଦି ର ହାତ ଛାଡ଼ିଦେଲା। କଥା ଟା ହେଲା...ୟେମେନର ହୁତି ବିଦ୍ରୋହୀଙ୍କ କ୍ରମାଗତ ସାମରିକ…

ବ୍ରାଣ୍ଡ ” ବୈଭବ ” ବିଜ୍ଞାପନ ପାଇଁ ଦିନକୁ ଦେଢ଼ କୋଟି ରୁ ୨ କୋଟି ରୋଜଗାର

ମୁମ୍ବାଇ : ମାତ୍ର ୧୫ ବର୍ଷ ବୟସରେ ବିହାରର କ୍ରିକେଟ୍ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀ ନିଜର ଦମଦାର୍ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଭାରତୀୟ କ୍ରିକେଟ୍ ଏବଂ ଆଡଭର୍ଟାଇଜିଂ ଜଗତରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଆଇପିଏଲ୍ ଏବଂ ଆନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ନିଜର ଚମତ୍କାର…

ଢାକା ବିଶ୍ୱବିଦ୍ୟାଳୟରେ ଫୋଟୋ ବିବାଦ: ବଙ୍ଗବନ୍ଧୁ ଆଉଟ୍, ଜିନ୍ନା ଇନ୍

ଢାକା : ଢାକା ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ଛାତ୍ର ସଂସଦ (ଡୁକ୍ସୁ/DUCSU) ସଂଗ୍ରହାଳୟର ପୁନଃଉଦ୍ଘାଟନ ପରେ ଏଠାରେ ପ୍ରଦର୍ଶିତ ଫଟୋଗ୍ରାଫ୍ ଓ ଐତିହାସିକ ତଥ୍ୟକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ସଂଗ୍ରହାଳୟରୁ ବାଂଲାଦେଶର ଜାତିର ଜନକ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ବହୁ…

FATF ବୈଠକ ପୂର୍ବରୁ ପାକିସ୍ତାନର ନୂଆ ନାଟକ: ମସୁଦ ଅଜହର ଦେଶରୁ ଫେରାର

ଲାହୋର: ଆଗାମୀ ଅକ୍ଟୋବର ମାସରେ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ବା FATFର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ପାକିସ୍ତାନ ନିଜକୁ ଗ୍ରେ-ଲିଷ୍ଟରୁ ବଞ୍ଚାଇବା ପାଇଁ ପୁଣି ଏକ ନୂଆ ନାଟକ ଆରମ୍ଭ କରିଛି। ପାକିସ୍ତାନର ସଂଘୀୟ ତଦନ୍ତକାରୀ ସଂସ୍ଥା (FIA) କୁଖ୍ୟାତ ଆତଙ୍କବାଦୀ ସଂଗଠନ…