Latest Odisha News

BREAKING NEWS

କିଭ୍‌ରେ ଜେଲେନ୍‌ସ୍କି ଓ ଏସ୍ ଜୟଶଙ୍କରଙ୍କ ଭେଟ:ଭାରତର ପ୍ରଚେଷ୍ଟାକୁ ୟୁକ୍ରେନର ପ୍ରଶଂସା

କିଭ୍: ୟୁକ୍ରେନ୍‌ର ରାଜଧାନୀ କିଭ୍‌ଠାରେ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ନିରନ୍ତର ଉଦ୍ୟମ ଓ…

ସିଜେପିର ‘ସ୍କୁଲ ଠିକ୍ କରୋ ଅଭିଯାନ’ରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି

ନୂଆଦିଲ୍ଲୀ: ସରକାରୀ ସ୍କୁଲଗୁଡ଼ିକରେ ବାହାର ଲୋକଙ୍କ ପ୍ରବେଶ, ଫଟୋଗ୍ରାଫି ଏବଂ ଭିଡିଓ ରେକର୍ଡିଂ ଉପରେ ଲଗାଯାଇଥିବା କଟକଣାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିଷେଧାଦେଶକୁ…

ଭାରତକୁ ଇରାନର ପ୍ରସ୍ତାବ: ତେହେରାନ – ଦିଲ୍ଲୀ ସିଧାସଳଖ ବିମାନ ସେବା

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା ଉତ୍ତେଜନା ଓ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇରାନ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପ୍ରସ୍ତାବ ଦେଇଛି। ତେହେରାନରୁ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଇରାନ ସରକାର ଭାରତ ଆଗରେ ନୂଆ ଯୋଜନା ରଖିଛନ୍ତି।…

କ୍ଷେପଣାସ୍ତ୍ର ନିର୍ମାଣରେ ଇରାନକୁ ସାହାଯ୍ୟ କରୁଛି ଋଷିଆ !

ନୂଆଦିଲ୍ଲୀ: ଆମେରିକାର ନୌସେନା ଯୁଦ୍ଧପୋତଗୁଡ଼ିକୁ ସହଜରେ ଟାର୍ଗେଟ କରିବା ପାଇଁ ଋଷିଆ ଗୋପନରେ ଇରାନକୁ ଅତ୍ୟାଧୁନିକ ସୁପରସୋନିକ୍ କ୍ରୁଜ୍ ମିସାଇଲ ପ୍ରଯୁକ୍ତିବିଦ୍ୟା ଯୋଗାଉଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗଣମାଧ୍ୟମରେ ଆସିଥିବା ରିପୋର୍ଟ ଅନୁସାରେ, ୨୦୨୩ ମସିହାରୁ 'C430L'…

ଗମ୍ଭୀର, ଅଗରକର ଓ ଲକ୍ଷ୍ମଣଙ୍କୁ ବିସିସିଆଇର ଡାକରା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ଗସ୍ତରେ ହୋଇଥିବା ନିରାଶାଜନକ ପ୍ରଦର୍ଶନକୁ ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଦଳର ଶୋଚନୀୟ ପରାଜୟ, ଖେଳାଳିଙ୍କ ଫିଟନେସ ସମସ୍ୟା ଏବଂ ଆଗାମୀ ସିରିଜର ରଣନୀତି ଉପରେ ପ୍ଲାନ୍ ଆଉଟ୍ କରିବା ପାଇଁ…

ମ୍ୟାଲେରିଆ ବଟିକା ଖାଇବା ପରେ ଶିଶୁର ମୃତ୍ୟୁ: ୫୦ରୁ ଅଧିକ ଅସୁସ୍ଥ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ଅନ୍ତର୍ଗତ ଗୋଲ୍ଲାଗୁପ୍ପା ଗ୍ରାମରେ ମ୍ୟାଲେରିଆ ନିରୋଧକ 'କ୍ଲୋରୋକ୍ୱିନ୍' ବଟିକା ଖାଇବା ପରେ ଜଣେ ୭ ବର୍ଷୀୟ ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରେ ୪୦ରୁ ଅଧିକ ଛୋଟ…

ପାରା ଗୋଡ଼ରେ ପାକିସ୍ତାନୀ ନମ୍ବର: ତଦନ୍ତ ଆରମ୍ଭ

ଜମ୍ମୁ-କାଶ୍ମୀର : କାଠୁଆ ଜିଲ୍ଲା ହିରାନଗର ସେକ୍ଟରସ୍ଥିତ ଛନ୍ ଖତ୍ରିୟାଁ ଗ୍ରାମରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ଗ୍ରାମବାସୀମାନେ ପାରାଟିକୁ ଦେଖିବା ପରେ ଏହାର ଗୋଡ଼ରେ ଏକ ବିଶେଷ ରିଙ୍ଗ ବନ୍ଧା ହୋଇଥିବା ଲକ୍ଷ୍ୟ କରିଥିଲେ। ସେହି ରିଙ୍ଗରେ ପାକିସ୍ତାନୀ ମୋବାଇଲ ନମ୍ବର ଲେଖାଯାଇଥିବା…

ହାର୍ଦ୍ଦିକଙ୍କ ଟ୍ରେଡ୍‌ ନେଇ ସନ୍ଦେହ, ରୋହିତ ବାଛିବେ ନୂଆ ଅଧିନାୟକ !

ମୁମ୍ବାଇ: ଆଇପିଏଲ୍‌ ୨୦୨୭ ସଂସ୍କରଣ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ୟ ଦଳକୁ ଟ୍ରେଡ୍‌ ହେବା ନେଇ ଚାଲିଥିବା ଚର୍ଚ୍ଚା ବର୍ତ୍ତମାନ ଅଟକି ଯାଇଛି। ଉପଯୁକ୍ତ…

ପାକିସ୍ତାନରେ ୧୨୫ ବର୍ଷର ପ୍ରାଚୀନ ହିନ୍ଦୁ ମନ୍ଦିର ଭଙ୍ଗାଗଲା

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶସ୍ଥିତ ନାରୋୱାଲ ଜିଲ୍ଲାର ସିରାଜ ଗ୍ରାମରେ ୧୨୫ ବର୍ଷ ପୁରୁଣା ପ୍ରାଚୀନ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ପ୍ରାୟ ୧,୦୦୦ ବର୍ଗ ମିଟର ପରିମିତ ସ୍ଥାନରେ ଅବସ୍ଥିତ ଏହି ପ୍ରାଚୀନ ମନ୍ଦିରଟିକୁ ଏକ ସ୍ଥାନୀୟ…

ସିନ୍ଧୁ ଜଳ ଚୁକ୍ତି ମାମଲାରେ ଆନ୍ତର୍ଜାତୀୟ ରାୟକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତି ସମ୍ପର୍କିତ ନେଦରଲ୍ୟାଣ୍ଡସର ହେଗ୍‌ସ୍ଥିତ ‘ଆର୍ବିଟ୍ରେସନ୍ କୋର୍ଟ’ ଦେଇଥିବା ରାୟକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ ଭାବେ ଜଣାଇଛି ଯେ, ଏହି ମାମଲାରେ ଶୁଣାଣି କରିବା କିମ୍ବା କୌଣସି ଆଦେଶ ଦେବାର…